ଇସ୍ରାଏଲର ଗାଜା ଉପରେ ବଡ଼ ଆକ୍ରମଣ: ଫୁଟବଲ ଏକାଡେମୀ ଉପରେ ରକେଟ ମାଡ

ହଜାର ହଜାର ଲୋକ ଗାଜା ସହର ଛାଡୁଛନ୍ତି। ଇସ୍ରାଏଲୀ ସୈନ୍ୟ ବିସ୍ଫୋରକ ସଜ୍ଜିତ ରୋବଟ୍ ବ୍ୟବହାର କରିଛି। ଇସ୍ରାଏଲୀ କହିଛି, ଗାଜା ସହରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ କିଛି ମାସ ଲାଗିବ

37

Photograph: (kanak news)

କନକ ବ୍ୟୁରୋ: ଇସ୍ରାଏଲର ଗାଜା ଉପରେ ବଡ଼ ଆକ୍ରମଣ । ଆକ୍ରମଣରେ ଗାଜା ସହରରେ ୯୧ ଜଣଙ୍କର ମୃତ୍ୟୁ ହୋଇଛି, ସୂଚନା ଅନୁଯାୟୀ, ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଆକ୍ରମଣରେ ଗାଜାରେ ମୋଟ ୧୦୬ ଜଣ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକ ଗାଜା ସହର ଛାଡୁଛନ୍ତି। ଇସ୍ରାଏଲୀ ସୈନ୍ୟ ବିସ୍ଫୋରକ ସଜ୍ଜିତ ରୋବଟ୍ ବ୍ୟବହାର କରିଛି। ଇସ୍ରାଏଲୀ କହିଛି, ଗାଜା ସହରକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିବାକୁ କିଛି ମାସ ଲାଗିବ

ଗାଜାରେ ଭୟଙ୍କର ଆକ୍ରମଣ
ଗାଜା ସହରରେ ଇସ୍ରାଏଲ ଆକ୍ରମଣରେ ୯୧ ଜଣଙ୍କର ମୃତ୍ୟୁ
ମଙ୍ଗଳବାରରୁ ଆରମ୍ଭ ହୋଇଥିବା ଆକ୍ରମଣରେ ଗାଜାରେ ମୋଟ ୧୦୬ ଜଣଙ୍କ ମୃତ୍ୟୁ
୧୭ଟି ଆବାସିକ ଭବନ ଓ ତୁଫାହ୍ ଅଞ୍ଚଳରେ ମସଜିଦ୍ ଧ୍ୱଂସ
ଗାଜା ସହରରୁ ୩ଲକ୍ଷ ଲୋକଙ୍କ ପଳାୟନ
ଗାଜା ସହରରେ ଇସ୍ରାଏଲର ଟ୍ୟାଙ୍କ୍‌ ପ୍ରବେଶ କରିଛି, ନିୟନ୍ତ୍ରଣ ପାଇଁ କିଛି ମାସ ଲାଗିବ
ଫୁଟବଲ ଏକାଡେମି ଉପରେ ରକେଟ୍‌ ମାଡ଼ ଯୋଗୁଁ ୧୦ ଖେଳାଳିଙ୍କ ମୃତ୍ୟୁ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe