କନକ ବ୍ୟୁରୋ: ଗାଜା ଅଭିମୁଖେ ଯାଉଥିବା ଫ୍ଲୋଟିଲାର ୩ଟି ବୋଟକୁ ଇସ୍ରାଏଲ ସେନା ସମୁଦ୍ରରେ ଅଟକାଇଛି । ବୋଟଗୁଡ଼ିକରେ ରିଲିଫ୍ ସାମଗ୍ରୀ ନିଆଯାଉଥିଲା । ଇସ୍ରାଏଲ ସେନା ବୋଟଗୁଡ଼ିକୁ ଅଟକାଇ ଏକ ବନ୍ଦରକୁ ନେଇଛି ।
ବୋଟରେ ଅନ୍ୟମାନଙ୍କ ସହ ସ୍ୱିଡେନର ଜଳବାୟୁ କର୍ମୀ ଗ୍ରେଟା ଥନବର୍ଗ ଥିଲେ । ତାଙ୍କୁ ଇସ୍ରାଏଲ ସେନା ଘେରି ରହିଥିବା ଏକ ଫଟୋରୁ ଜଣାପଡୁଛି । ତେବେ ସମସ୍ତେ ସୁରକ୍ଷିତ ଓ ସୁସ୍ଥ ଥିବା ଇସ୍ରାଏଲ ସେନା ଏକ୍ସ ଯୋଗେ ସୂଚନା ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/10/02/israel-2025-10-02-15-52-32.jpg)