ଇସ୍ରାଏଲ ଆଟାକରେ ଦୋହଲିଲା ୟେମେନ ରାଜଧାନୀ ସନା ; ହୁତି ବିଦ୍ରୋହୀଙ୍କୁ କଡ଼ା ଜବାବ

ୟେମେନ ରାଜଧାନୀ ସନା ଉପରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ନିକଟ ଅତୀତରେ ହୁତି ବିଦ୍ରୋହୀଙ୍କ ଦ୍ବାରା ହୋଇଥିବା ଆକ୍ରମଣର ଏହା ଜବାବ ବୋଲି କହିଛି ଇସ୍ରାଏଲ । ଏହି ଆକ୍ରମଣ ଦ୍ବାରା ୟେମେନର ପାୱାର ପ୍ଲାଣ୍ଟ ଓ ଗ୍ୟାସ୍ ଷ୍ଟେସନ୍ କ୍ଷତିଗ୍ରସ୍ତ ହୋଇଛି ।

esrael

କନକ ବ୍ୟୁରୋ: ୟେମେନ ରାଜଧାନୀ ସନା ଉପରେ ମିସାଇଲ ମାଡ଼ କରିଛି ଇସ୍ରାଏଲ । ନିକଟ ଅତୀତରେ ହୁତି ବିଦ୍ରୋହୀଙ୍କ ଦ୍ବାରା ହୋଇଥିବା ଆକ୍ରମଣର ଏହା ଜବାବ ବୋଲି କହିଛି ଇସ୍ରାଏଲ । ଏହି ଆକ୍ରମଣ ଦ୍ବାରା ୟେମେନର ପାୱାର ପ୍ଲାଣ୍ଟ ଓ ଗ୍ୟାସ୍ ଷ୍ଟେସନ୍ କ୍ଷତିଗ୍ରସ୍ତ ହୋଇଛି ।

ଇସ୍ରାଏଲ ସେନା ପକ୍ଷରୁ ବୟାନ ଜାରି କରାଯାଇଛି ଯେ,  ଏହି ଆକ୍ରମଣରେ ରାଷ୍ଟ୍ରପତି ଭବନ, ଦୁଇଟି ବିଦ୍ୟୁତ୍ ଷ୍ଟେସନ୍, ଇନ୍ଧନ ଭଣ୍ଡାରକୁ ଟାର୍ଗେଟ୍ କରାଯାଇଛି । ଏହି ଆକ୍ରମଣ ହୁତିଙ୍କ ବିରୋଧରେ କରାଯାଇଛି । ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫ରୁ ଅଧିକ ଆହତ ହୋଇଛନ୍ତି । ଇସ୍ରାଏଲର ଏହି ଆକ୍ରମଣରେ ଦୁଲୁକିଥିଲା ପୂରା ସନା । ଶହ ଶହ ଘରର ଝରକା ଭାଙ୍ଗିଯାଇଥିବାବେଳେ ଘର ଫାଟିଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe