କନକ ବ୍ୟୁରୋ: ଦିନକୁ ଦିନ ଅତି ବର୍ବର ହେଉଛି ଇସ୍ରାଏଲ  । ଗାଜାରେ ଥମୁନି ମୃତ୍ୟୁର ତାଣ୍ଡବ । ଏକାସଙ୍ଗେ  ୯୧ ଜଣଙ୍କୁ ମାରିଛି ଇସ୍ରାଏଲ ସେନା । ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବା ପାଇଁ ଆଇଡିଏଫ ଆରମ୍ଭ କରିଛି ଅପରେସନ ଗିଡିୟନ ଚାରିଅଟ୍ , ଅର୍ଥ ବନ୍ଧକଙ୍କୁ ମୁକ୍ତ କରିବା । 
ଗାଜାରେ ଥମୁନି ମୃତ୍ୟୁର ତାଣ୍ଡବ

Advertisment

ଗାଜାକୁ ସମ୍ପୂର୍ଣ୍ଣ ଦଖଲ କରିବ ଇସ୍ରାଏଲ


-ଗାଜା ପଟିକୁ ସମ୍ପୂର୍ଣ୍ଣ ଖାଲି କରାଯାଉଛି
-ଶନିବାର ମଧ୍ୟରାତ୍ରରେ ଇସ୍ରାଏଲର ବଡ଼ ଆକ୍ରମଣ
-ଏକାସଙ୍ଗେ ୯୧ ଜଣଙ୍କ ମୃତ୍ୟୁ
-ପଳାୟନ ସମୟରେ ଆକ୍ରମଣ କରିଛି ଆଇଡିଏଫ୍
-ଗାଜାପଟିରେ ଏହି ଅପରେସନରେ ୩ ମାସ ହେବ ଚାଲିଛି 
-ଉତ୍ତର ଗାଜା ଷ୍ଟ୍ରିପରେ ଅବସ୍ଥିତି ଗାଜା ଉପରେ ଅତର୍କିତ ଆକ୍ରମଣ କରାଯାଇଛି 
- ଏହି  ଅପରେସନର ଲକ୍ଷ୍ୟ ,  ହମାସକୁ ସମୂଳେ ବିନାଶ କରିବ   
-ଗାଜା ଲୋକଙ୍କୁ ବନ୍ଧକ ରଖି ବ୍ଲାକମେଲିଂ କରୁଛି ହମାସ୍ 
-ତେଣୁ ଗାଜାରୁ ଲୋକଙ୍କୁ ବାହାର କରି ହମାସ୍ ଆଡ୍ଡାକୁ ଆକ୍ରମଣ କରୁଛି 
-ତେବେ ପଳାୟନ ସମୟରେ ଓ ଶିବିରରେ ଥିବା ଶରଣାଥୀ ବର୍ତ୍ତି ପାରିନାହାନ୍ତି 
-ଦକ୍ଷିଶ ଗାଜାକୁ ଶରଣାର୍ଥୀ ଯାଉଥିବା ସମୟରେ ଆକ୍ରମଣର ଶିକାର ହୋଇଛନ୍ତି 
-ହମାସକୁ ଟାର୍ଗେଟ କରି ଆଇଡିଏଫ୍ ସ୍ଥଳ ଓ ଆକାଶ ମାର୍ଗରୁ ଆକ୍ରମଣ କରୁଛି