ପୁଣି ପରମ୍ପରା ଭାଙ୍ଗିଲା ଇସ୍କନ, କୋଲକାତାରେ ରଥରେ ଲଗାଇଲା ସୁଖୋଇ ବିମାନର ଚକ

Advertisment

କୋଲକାତାରେ ରଥରେ ଇସ୍କନ ଲଗାଇଲା ସୁଖୋଇ ବିମାନର ଚକ । ଭାଗାବେଗ ସହ ଖେଳ ।

କୋଲକାତାରେ ରଥରେ ଇସ୍କନ ଲଗାଇଲା ସୁଖୋଇ ବିମାନର ଚକ । ଭାଗାବେଗ ସହ ଖେଳ ।

ରଥରେ ବିମାନ ଚକା: ବଢ଼ିଲା ବିବାଦ

ରଥରେ ବିମାନ ଚକା: ବଢ଼ିଲା ବିବାଦ Photograph: (kanaknews)

କନକ ବ୍ୟୁରୋ: ପୁଣି ପରମ୍ପରା ଭାଙ୍ଗିଲା ଇସ୍କନ । ଜଗନ୍ନାଥଙ୍କ ରଥରେ ଲଗାଇଲା ଯୁଦ୍ଧ ବିମାନର ଚକ । କୋଲକାତାରେ ଇସ୍କନ ପକ୍ଷରୁ ଏଭଳି କରାଯାଇଛି । ଯାହା ଭକ୍ତଙ୍କ ଭାବାବେଗକୁ ଆଘାତ ଦେଇଛି । 

ଘଟଣାକୁ ନେଇ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ୪୮ ବର୍ଷ ପରେ ରଥର ଚକା ବଦଳିଥିବା ଜଣାପଡ଼ିଛି । ଜଗନ୍ନାଥଙ୍କ ରଥରେ କାଠ ଚକା ଲାଗିବାର ପରମ୍ପରା ଥିବା ବେଳେ ଲୁହା ଓ ରବର ଚକା ଲଗାଇ ବଡ଼ ଦୁଃସାହାସ କରିଛି ଇସ୍କନ ।

ଏଭଳି କରିବାକୁ କିଏ ଦେଲା ଅନୁମତି ? କାହିଁକି ବାରମ୍ବାର ଭାବାବେଗ ସହ ଖେଳୁଛି ଇସ୍କନ ?  ପରମ୍ପରାକୁ ସମ୍ମାନ ଦେବା କେବେ ଶିଖିବ ଇସ୍କନ ? କେବେ ହେବ କାର୍ଯ୍ୟାନୁଷ୍ଠାନ ?
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe