ପାଖେଇ ଆସିଲାଣି କି ପ୍ରତିଶୋଧର ସମୟ : ସେପଟେ ଆଜି ମିଳିତ ଜାତିସଂଘରେ ପହଲଗାମ ତର୍କ

ସବୁ ରାଜ୍ୟମାନଙ୍କୁ ମକଡ୍ରିଲ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଡ୍ରିଲରେ ସାମିଲ କରିବାକୁ ମଧ୍ୟ କୁହାଯାଇଛି  ।

pm78

Photograph: (kanaknews)

କନକବ୍ୟୁରୋ : ସବୁରାଜ୍ୟମାନଙ୍କୁ ମକଡ୍ରିଲ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି  । ଏଥିସହ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଡ୍ରିଲରେ ସାମିଲ କରିବାକୁ ମଧ୍ୟ କୁହାଯାଇଛି  । ଏଥିସହ ବାୟୁସୀମା ସର୍ତକତା ସାଇରନ ବ୍ୟବହାର କରି ସିଭିଲି ଡିଫେନ୍ସ ମକ ଡ୍ରିଲ ପାଇଁ ନିର୍ଦ୍ଦେଶ ରହିଛି  ।  ମେ ୭ ରେ ହେବ ମକଡ୍ରିଲ ସେପଟେ ପହଲଗାମ ପ୍ରତିଶୋଧ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସୁଛି ମାରାଥନ ବୈଠକ ।  ଏହା ଭିତରେ ଆଜି ଏନଏସଏ ଅଜିତ ଡୋଭାଲ , ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଓ ଗୃହସଚିବଙ୍କ ସହ ବୈଠକ କରିଛନ୍ତି 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe