କନକବ୍ୟୁରୋ : ସବୁରାଜ୍ୟମାନଙ୍କୁ ମକଡ୍ରିଲ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଡ୍ରିଲରେ ସାମିଲ କରିବାକୁ ମଧ୍ୟ କୁହାଯାଇଛି । ଏଥିସହ ବାୟୁସୀମା ସର୍ତକତା ସାଇରନ ବ୍ୟବହାର କରି ସିଭିଲି ଡିଫେନ୍ସ ମକ ଡ୍ରିଲ ପାଇଁ ନିର୍ଦ୍ଦେଶ ରହିଛି । ମେ ୭ ରେ ହେବ ମକଡ୍ରିଲ ସେପଟେ ପହଲଗାମ ପ୍ରତିଶୋଧ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ବସୁଛି ମାରାଥନ ବୈଠକ । ଏହା ଭିତରେ ଆଜି ଏନଏସଏ ଅଜିତ ଡୋଭାଲ , ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂ ଓ ଗୃହସଚିବଙ୍କ ସହ ବୈଠକ କରିଛନ୍ତି
ପାଖେଇ ଆସିଲାଣି କି ପ୍ରତିଶୋଧର ସମୟ : ସେପଟେ ଆଜି ମିଳିତ ଜାତିସଂଘରେ ପହଲଗାମ ତର୍କ
ସବୁ ରାଜ୍ୟମାନଙ୍କୁ ମକଡ୍ରିଲ କରିବାକୁ ଗୃହମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଛାତ୍ରଛାତ୍ରୀ ଓ ନାଗରିକଙ୍କୁ ଡ୍ରିଲରେ ସାମିଲ କରିବାକୁ ମଧ୍ୟ କୁହାଯାଇଛି ।
/kanak/media/media_files/2025/05/05/ZyRVmHIKP0vYx3guPAYh.jpg)