କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ବସିଛି ଏନଡିଏ ସଂସଦୀୟ ଦଳ ବୈଠକ । ବୈଠକରେ ଅପରେସନ ସିନ୍ଦୂରକୁ ନେଇ ଚର୍ଚ୍ଚା କରାଯାଇଛି । ଏଥିସହ ଅପରେସନ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି ଏନଡିଏ ସାଂସଦ । ଅପରେସନ ସିନ୍ଦୂର ଓ ମହାଦେବର ସଫଳତା ଉପରେ ପ୍ରସ୍ତାବ ପାରିତ ହୋଇଛି । ତେବେ ବୈଠକରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରମାଣ ମାଗି ବିରୋଧୀ ନିଜ ଗୋଡରେ ନିଜେ କୁରାଢ଼ୀ ମାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଅପରେସନ ସିନ୍ଦୂର ପରେ ଏହା ଏନଡିଏ ସଂସଦୀୟ ଦଳର ପ୍ରଥମ ବୈଠକ
ଅପରେସନ୍ ସିନ୍ଦୂର ପରେ ପ୍ରଥମ ଏନଡିଏ ସଂସଦୀୟ ଦଳ ବୈଠକ । ଅପରେସନ୍ ବାବଦରେ ପ୍ରମାଣ ମାଗୁଥିବାରୁ ବିରୋଧୀଙ୍କୁ ମୋଦୀଙ୍କ ଭତ୍ସନା
ବୈଠକରେ ଅପରେସନ ସିନ୍ଦୂରକୁ ନେଇ ଚର୍ଚ୍ଚା କରାଯାଇଛି । ଏଥିସହ ଅପରେସନ ସିନ୍ଦୂରର ସଫଳତା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଭିନନ୍ଦନ ଜଣାଇବା ସହ ସମ୍ବର୍ଦ୍ଧନା ଜଣାଇଛନ୍ତି ଏନଡିଏ ସାଂସଦ ।
/kanak/media/media_files/2025/08/05/47-2025-08-05-21-04-11.jpg)