ରାସନ ବଣ୍ଟନ ବ୍ୟବସ୍ଥାରେ ଅନିୟମିତତା : ଓଜନ ମାପ ଯନ୍ତ୍ରରେ ସମସ୍ୟା ଅପେକ୍ଷାରେ ହିତାଧିକାରୀ

Advertisment

ରାସନ୍ ବଣ୍ଟନ ବ୍ୟବସ୍ଥାରେ ଗୋଳମାଳିଆ ସ୍ଥିତି। ନୂଆ ଓଜନ ମାପ ଯନ୍ତ୍ର ସମସ୍ୟା ପାଇଁ ଖାଉଟି କେନ୍ଦ୍ର ଆଗରେ ଲାଗୁଛି ଭିଡ଼ । ରାତିରୁ ଭିଡ଼ ଲଗାଉଛନ୍ତି ହିତାଧିକାରୀ ।

ରାସନ୍ ବଣ୍ଟନ ବ୍ୟବସ୍ଥାରେ ଗୋଳମାଳିଆ ସ୍ଥିତି। ନୂଆ ଓଜନ ମାପ ଯନ୍ତ୍ର ସମସ୍ୟା ପାଇଁ ଖାଉଟି କେନ୍ଦ୍ର ଆଗରେ ଲାଗୁଛି ଭିଡ଼ । ରାତିରୁ ଭିଡ଼ ଲଗାଉଛନ୍ତି ହିତାଧିକାରୀ ।

rasan

କନକବ୍ୟୁରୋ: ରାସନ୍ ବଣ୍ଟନ ବ୍ୟବସ୍ଥାରେ ଗୋଳମାଳିଆ ସ୍ଥିତି। ନୂଆ ଓଜନ ମାପ ଯନ୍ତ୍ର ସମସ୍ୟା ପାଇଁ ଖାଉଟି କେନ୍ଦ୍ର ଆଗରେ ଲାଗୁଛି ଭିଡ଼ । ରାତିରୁ ଭିଡ଼ ଲଗାଉଛନ୍ତି ହିତାଧିକାରୀ । ରାସନ୍‌ ନମିଳିବା ଭୟରେ କଣ୍ଟ୍ରୋଲ ଡିଲର ଆଗରେ ଭିଡ଼ ଲଗାଉଛନ୍ତି ।

ନୂଆ ଓଜନ ମାପ ଯନ୍ତ୍ର ବ୍ୟବହାର ସମସ୍ୟାର ସମାଧାନ ନହେବା ଯାଏଁ ତିନି ମାସ ରାସନ୍ ବାଣ୍ଟିବେ ନାହିଁ ବୋଲି ଦିନକ ତଳେ ଭାରତୀୟ ଖୁଚୁରା ବିକ୍ରେତା ମହାସଂଘ ଓଡ଼ିଶା ଶାଖା ସମ୍ପାଦକ ଏକ୍ରାମ ହୁସେନ୍ ସୂଚନା ଦେଇଥିଲେ । ନୂଆ ଓଜନ ମାପ ଯନ୍ତ୍ର ବ୍ୟବହାର ଜନିତ ସମସ୍ୟାକୁ ବିରୋଧ କରି ଏହି ନିଷ୍ପତ୍ତି ହୋଇଥିବା କହିଥିଲେ। ଏହାପରେ ଖାଉଟି ମାନେ ଭୟଭୀତ ହୋଇପଡିଛନ୍ତି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe