ଇସ୍ରାଏଲକୁ ଇରାନ ସେନା ମୁଖ୍ୟଙ୍କ ନାଲି ଆଖି : କଡ଼ା ପ୍ରତିଶୋଧ ନେବାକୁ ହୁଙ୍କାର

ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ମନକୁ ଆସୁଥିବ କେଉଁ ଦେଶ ବେଶୀ ଶକ୍ତିଶାଳୀ ଇରାନକୁ କିଏ ସମର୍ଥନ ଦେଉଛନ୍ତି ଇସ୍ରାଏଲ ସହ କିଏ ଛିଡା ହୋଇଛନ୍ତି ।

BAGHERI 12

Photograph: (KANKANEWS)

କନକବ୍ୟୁରୋ : ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ମନକୁ ଆସୁଥିବ କେଉଁ ଦେଶ ବେଶୀ ଶକ୍ତିଶାଳୀ ଇରାନକୁ କିଏ ସମର୍ଥନ ଦେଉଛନ୍ତି ଇସ୍ରାଏଲ ସହ କିଏ ଛିଡା ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଯୁଦ୍ଧରେ ଦୁଇ ଦେଶ ସପକ୍ଷ ଓ ବିପକ୍ଷରେ ଦେଶ ରହିଛନ୍ତି ।  ରୁଷକୁ ୟୁକ୍ରେନ ଯେପରି ଚ୍ୟାଲେଂଜ ଦେଉଛି ଠିକ୍ ସେହିପରି ଇସ୍ରାଏଲ ଇରାନର ନିଦ ହଜେଇଲାଣି  ।

ସେପଟେ ଯୁଦ୍ଧ ପାଇଁ ଚିନ୍ତାରେ ବିଶ୍ବ  । ଆଉ ଏହି ଚିନ୍ତାକୁ ଅଧିକ କରିଛି ଇରାନର ବଡ଼ ନିଷ୍ପତ୍ତି । ଷ୍ଟ୍ରେଟ ଅଫ ହରମୁଜ ବନ୍ଦ ପାଇଁ ଇରାନ ସଂସଦ ନିଷ୍ପତି ନେବା ପରେ ଦୁନିଆରେ ଚହଳ ପଡିଲାଣି ।ବିଶ୍ବର ଅର୍ଥନୀତି ଦୋହଲିବା ସମ୍ଭାବନା ଏଥିପାଇଁ ବଢ଼ିବ କାରଣ ଏହି ସମୁଦ୍ରପଥ ଦେଇ ବିଶ୍ବକୁ ଇରାନ ଅଶୋଧିତ ତୈଳ ଓ ଗ୍ୟାସ ରପ୍ତାନୀ କରେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe