କନକବ୍ୟୁରୋ : ଇସ୍ରାଏଲ-ଇରାନ ଯୁଦ୍ଧ ଭିତରେ ମନକୁ ଆସୁଥିବ କେଉଁ ଦେଶ ବେଶୀ ଶକ୍ତିଶାଳୀ ଇରାନକୁ କିଏ ସମର୍ଥନ ଦେଉଛନ୍ତି ଇସ୍ରାଏଲ ସହ କିଏ ଛିଡା ହୋଇଛନ୍ତି । ମୋଟାମୋଟି ଭାବେ କହିବାକୁ ଗଲେ ଯୁଦ୍ଧରେ ଦୁଇ ଦେଶ ସପକ୍ଷ ଓ ବିପକ୍ଷରେ ଦେଶ ରହିଛନ୍ତି । ରୁଷକୁ ୟୁକ୍ରେନ ଯେପରି ଚ୍ୟାଲେଂଜ ଦେଉଛି ଠିକ୍ ସେହିପରି ଇସ୍ରାଏଲ ଇରାନର ନିଦ ହଜେଇଲାଣି ।
ସେପଟେ ଯୁଦ୍ଧ ପାଇଁ ଚିନ୍ତାରେ ବିଶ୍ବ । ଆଉ ଏହି ଚିନ୍ତାକୁ ଅଧିକ କରିଛି ଇରାନର ବଡ଼ ନିଷ୍ପତ୍ତି । ଷ୍ଟ୍ରେଟ ଅଫ ହରମୁଜ ବନ୍ଦ ପାଇଁ ଇରାନ ସଂସଦ ନିଷ୍ପତି ନେବା ପରେ ଦୁନିଆରେ ଚହଳ ପଡିଲାଣି ।ବିଶ୍ବର ଅର୍ଥନୀତି ଦୋହଲିବା ସମ୍ଭାବନା ଏଥିପାଇଁ ବଢ଼ିବ କାରଣ ଏହି ସମୁଦ୍ରପଥ ଦେଇ ବିଶ୍ବକୁ ଇରାନ ଅଶୋଧିତ ତୈଳ ଓ ଗ୍ୟାସ ରପ୍ତାନୀ କରେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/06/23/bagheri-12-2025-06-23-20-33-25.jpg)