କନକ ବ୍ୟୁରୋ : ସିରିଆରେ ୨୪ ବର୍ଷର ଅସଦ ସରକାରଙ୍କୁ ଗାଦିତ୍ୟୁତ ପଛରେ ଆମେରିକାର ହାତ ରହିଛି । ଏଭଳି ବୟାନ ଦେଇଛନ୍ତି ଅସଦଙ୍କ ସମର୍ଥକ ତଥା ଇରାନର ସର୍ବୋଚ୍ଚ ନେତା । ଖାମେନି କହିଛନ୍ତି ସିରିଆରେ ଯାହା ଘଟିଛି ତାହା ଆମେରିକା ଏବଂ ଇସ୍ରାଏଲର ଷଡ଼ଯନ୍ତ୍ର । ଏହାଛଡା ଆକ୍ରମଣ ପଛରେ ମୁସଲିମ ଦେଶଙ୍କ ହାତ ଥିବା କହିଛନ୍ତି ଖାମେନି । ଏନେଇ ତାଙ୍କ ପାଖରେ ପ୍ରମାଣ ଅଛି । ତୁମେ କରିଥିବା ଚାଲାଖି ଧରାପଡିଛି। ପ୍ରଶ୍ନ ଉଠିଛି ସର୍ବୋଚ୍ଚ ନେତା ସିରିଆର କେଉଁ ପଡ଼ୋଶୀ ଦେଶ ବିଷୟରେ କହୁଛନ୍ତି?।
ସିରିଆରେ ଅସଦ ସରକାରଙ୍କୁ ଗାଦିଚ୍ୟୁତ କରିବା ପଛରେ ଆମେରିକା । ଇସ୍ରାଏଲ ଓ ଆମେରିକା ଷଡଯନ୍ତ୍ର କରିଥିବା କହିଲା ଇରାନ
ଖାମେନି କହିଛନ୍ତି ସିରିଆରେ ଯାହା ଘଟିଛି ତାହା ଆମେରିକା ଏବଂ ଇସ୍ରାଏଲର ଷଡ଼ଯନ୍ତ୍ର । ଏହାଛଡା ଆକ୍ରମଣ ପଛରେ ମୁସଲିମ ଦେଶଙ୍କ ହାତ ଥିବା କହିଛନ୍ତି ଖାମେନି ।
/kanak/media/media_files/2024/12/12/jUG6EhHLPDLn8pH08A5D.jpg)