କନକ ବ୍ୟୁରୋ: ଟ୍ୱିନସିଟିକୁ ମିଳିଲା ନୂଆ କମିସନର । ସୁରେଶ ଦେବଦତ୍ତ ସିଂ ଟ୍ୱିନସିଟି କମିସନର । ବଦଳିଲେ ପୁଲିସ କମିସନର ସଞ୍ଜୀବ ପଣ୍ଡା । ସଞ୍ଜୀବ ପଣ୍ଡା ଏଡିଜି ଟ୍ରେନିଂ ଓ BPSPA ନିର୍ଦ୍ଦେଶକ । ସେହିଭଳି ବଦଳିଛନ୍ତି ସିଆଇଡି ସିବିଏଡିଜି ଅରୁଣ ବୋଥ୍ରା । ଅରୁଣ ବୋଥ୍ରାଙ୍କୁ ଏଡିଜିପି ରେଳବାଇ ଓ ଉପକୂଳ ସୁରକ୍ଷା ଦାୟିତ୍ୱ । ରାଧାକୃଷ୍ଣ ଶର୍ମାଙ୍କୁ ଗୃହ ବିଭାଗ ଓ ସ୍ୱତନ୍ତ୍ର ସଚିବ ଦାୟିତ୍ୱ । ବଦଳିଲେ ଗୁଇନ୍ଦ ନିର୍ଦ୍ଦେଶକ ସୌମେନ୍ଦ୍ର ପ୍ରିୟଦର୍ଶୀ । ଆରପି କୋଚେଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ । ପିନାକ ମିଶ୍ର ଭୁବନଶ୍ୱରର ନୂଆ ଡିସିପି ହୋଇଛନ୍ତି । /kanak/media/post_attachments/be5e8514-7c3.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)