ନିରାଶ ହୁଅନ୍ତୁନି କ୍ରିକେଟପ୍ରେମୀ ; ସପ୍ତାହେ ପରେ ପୁଣି  IPL

Advertisment

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବେଶି ଦିନ ନୁହେଁ ବରଂ ମାତ୍ର ୧ ସପ୍ତାହ ପାଇଁ ସ୍ଥଗିତ ରହିବ ଆଇପିଏଲ ମ୍ୟାଚ୍ । ସପ୍ତାହକ ପରେ ପୁଣି ଆରମ୍ଭ ହେବ ମ୍ୟାଚ୍ । ଆଇପିଏଲ ପକ୍ଷରୁ ଦିଆଯାଇଛି ବିସିସିଆଇ ।

କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବେଶି ଦିନ ନୁହେଁ ବରଂ ମାତ୍ର ୧ ସପ୍ତାହ ପାଇଁ ସ୍ଥଗିତ ରହିବ ଆଇପିଏଲ ମ୍ୟାଚ୍ । ସପ୍ତାହକ ପରେ ପୁଣି ଆରମ୍ଭ ହେବ ମ୍ୟାଚ୍ । ଆଇପିଏଲ ପକ୍ଷରୁ ଦିଆଯାଇଛି ବିସିସିଆଇ ।

IPL Match***

IPL Match*** Photograph: (KanakNews)

କନକ ବ୍ୟୁରୋ: କ୍ରିକେଟପ୍ରେମୀଙ୍କ ପାଇଁ ଖୁସି ଖବର । କାରଣ ବେଶି ଦିନ ନୁହେଁ ବରଂ ମାତ୍ର ୧ ସପ୍ତାହ ପାଇଁ ସ୍ଥଗିତ ରହିବ ଆଇପିଏଲ ମ୍ୟାଚ୍ । ସପ୍ତାହକ ପରେ ପୁଣି ଆରମ୍ଭ ହେବ ମ୍ୟାଚ୍ । ଆଇପିଏଲ ପକ୍ଷରୁ ଦିଆଯାଇଛି ବିସିସିଆଇ ।
 

ଆଇପିଏଲର ଆଉ ୧୬ଟି ମ୍ୟାଚ୍ ବାକି ଅଛି ।  ହେଲେ ଭାରତ- ପାକ୍ ଉତ୍ତେଜନା ମଧ୍ୟରେ ମ୍ୟାଚକୁ ଅନିଶ୍ଚିତ କାଳ ପାଇଁ ସ୍ଥଗିତ ରଖିବାକୁ ବିସିସିଆଇ ନିଷ୍ପତ୍ତି ନେଇଥିବାବେଳେ , ପରେ ଏହାକୁ ମାତ୍ର ସପ୍ତାହକ ପାଇଁ  ସ୍ଥଗିତ ରଖାଯାଇଥିବା ସ୍ପଷ୍ଟ କରିଛି ବିସିସିଆଇ । ଅବଶ୍ୟ ମ୍ୟାଚର ସ୍ଥାନ ନିର୍ଦ୍ଧାରଣ କରାଯାଇନାହିଁ । ସମସ୍ତ ଷ୍ଟେକହୋଲ୍ଡର୍ସଙ୍କ ସହ ଆଲୋଚନା ପରେ ନୂଆ ସିଡ୍ୟୁଲ ଘୋଷଣା କରାଯିବ । ଏହାପୂର୍ବରୁ ମଧ୍ୟ ଠିକ ଏପରି ଢଙ୍ଗରେ କରୋନାର ଭୟଙ୍କର ସ୍ଥିତି ଯୋଗୁଁ ହଠାତ୍ ମ୍ୟାଚ୍ ବାତିଲ କରାଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe