କନକ ବ୍ୟୁରୋ: ପୁଣି ଚେନ୍ନାଇ ଟିମକୁ ଫେରିଲେ ସାମ୍ କରନ୍ । ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ସାମ କରନଙ୍କୁ ଏଥର ଆଇପିଏଲ୍ ଖେଳାଳି ନିଲାମରେ କିଣିଛି ଚେନ୍ନାଇ ସୁପର କିଙ୍ଗସ୍ । ସୋମବାର ପ୍ଲେୟାର ଅକ୍ସନରେ ସାମ କରନଙ୍କୁ ୨.୪୦ କୋଟିରେ ଦଳରେ ସାମିଲ କରିଛି ସିଏସକେ । ଅନ୍ୟପଟେ ଭାରତୀୟ ବୋଲର ଦୀପକ ଚହର ଏଥର ମୁମ୍ବାଇ ଇଣ୍ଡିଆନ୍ସ ଆଉ ଭୁବନେଶ୍ୱର କୁମାର ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଟିମରେ ନଜର ଆସିବେ । ଦୀପକ ଚହରଙ୍କୁ ୯.୨୫ କୋଟିରେ କିଣିଛି ମୁମ୍ବାଇ ଇଣ୍ଡିଆନ୍ସ । ସେହିପରି ଆକାଶ ଦୀପଙ୍କୁ ୮ କୋଟି ଟଙ୍କା ଦେଇ କିଣିଛି ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ ।
ନଜର ପକାନ୍ତୁ...କେଉଁ ଖେଳାଳିଙ୍କୁ କିଣିଲେ କେଉଁ ଦଳ...
/kanak/media/media_files/2024/11/25/CAB5en2ceFi6OkoCbHuF.jpg)
/kanak/media/media_files/2024/11/25/T7KNms4jOUkUTfumOVDu.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2024/11/25/cD7RsJCyc9wD07CDurtX.webp)