କନକ ବ୍ୟୁରୋ: ଆସିଲା ଆଇପିଏଲ୍ ଟିମମାନଙ୍କର ଖେଳାଳି ରିଟେନସନ୍ ଲିଷ୍ଟ । ଆଇପିଏଲ୍ ଖେଳାଳି ନିଲାମ ପ୍ରକ୍ରିୟା ପୂର୍ବରୁ ଆଜି ଆସିଛି ରେଟନସନ୍ ଲିଷ୍ଟ । ଯେଉଁଥିରେ ପ୍ରତ୍ୟେକ ଟିମ ନିଜର ମନପସନ୍ଦର ଖେଳାଳିମାନଙ୍କୁ ଟିମରେ ରଖି, ଅନ୍ୟ ଖେଳାଳିଙ୍କୁ ନିଲାମ ପ୍ରକ୍ରିୟାକୁ ଛାଡି ଦେଇଛନ୍ତି ।
କେଉଁ ଖେଳାଳିଙ୍କୁ ରିଟେନ୍ କଲେ କେଉଁ ଟିମ୍ ?
ମୁମ୍ବାଇ ଇଣ୍ଡିଆନ୍ସ : ଜଶପ୍ରୀତ ବୁମରା (୧୮ କୋଟି), ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫ କୋଟି), ସୂର୍ଯ୍ୟକୁମାର ଯାଦବ (୧୬.୩୫ କୋଟି), ରୋହିତ ଶର୍ମା (୧୬.୩୦ କୋଟି), ତିଲକ ବର୍ମା (୮ କୋଟି)
Mumbai ki jaan is back in blue and gold 💙
— JioCinema (@JioCinema) October 31, 2024
Here are the retained players for #MumbaiIndians 🌟#IPLonJioCinema#IPLRetentiononJioCinema#IPLRetention#JioCinemaSports#TATAIPLpic.twitter.com/wiJN425Wl2
ଚେନ୍ନାଇ ସୁପରକିଙ୍ଗସ୍: ଋତୁରାଜ ଗାଏକ୍ୱାଡ (୧୮ କୋଟି), ମଥିସା ପଥିରାନା (୧୩ କୋଟି), ଶିଭମ ଦୁବେ (୧୨ କୋଟି), ରବୀନ୍ଦ୍ର ଜାଡେଜା (୧୮ କୋଟି), ମହେନ୍ଦ୍ର ସିଂହ ଧୋନୀ (୪ କୋଟି)
Back in the #AnbuDen 🦁
— JioCinema (@JioCinema) October 31, 2024
Here are the players #CSK has chosen to retain 💛#IPLonJioCinema#IPLRetentiononJioCinema#IPLRetention#JioCinemaSports#ChennaiSuperKings#TATAIPLpic.twitter.com/h2fUbrQrxn
ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର: ବିରାଟ କୋହଲି (୨୧ କୋଟି), ରଜତ ପଟିଦାର (୧୧ କୋଟି), ୟଶ ଦୟାଲ (୫ କୋଟି)
The brightest talents of #RCB are primed to bring the heat once again 🌟
— JioCinema (@JioCinema) October 31, 2024
Check out the players #RoyalChallengersBengaluru has decided to retain 💪#IPLonJioCinema#IPLRetentiononJioCinema#IPLRetention#JioCinemaSports#TATAIPLpic.twitter.com/cifG8xJDVN
ସନରାଇଜର୍ସ ହାଇଦ୍ରାବାଦ : ପ୍ୟାଟ୍ କମିନ୍ସ (୧୮ କୋଟି), ଅଭିଶେକ ଶର୍ମା (୧୪ କୋଟି), ନୀତିଶ ରେଡ୍ଡୀ (୬ କୋଟି), ହେନରିଚ୍ କ୍ଲାସେନ୍ (୨୩ କୋଟି), ଟ୍ରାଭିସ୍ ହେଡ୍ (୧୪ କୋଟି)
The #OrangeArmy is ready to conquer new heights 🫡🔥
— JioCinema (@JioCinema) October 31, 2024
Here are the key players #SRH is retaining to for the season #IPLonJioCinema#IPLRetentiononJioCinema#IPLRetention#JioCinemaSports#SunrisersHyderabad#TATAIPLpic.twitter.com/qEMBScHL88
ଲକ୍ଷ୍ନୌ ସୁପରଜ୍ୟାଣ୍ଟସ୍ : ନିକୋଲସ୍ ପୁରନ (୨୧ କୋଟି), ରବି ବିଷ୍ଣୋଇ (୧୧ କୋଟି), ମୟଙ୍କ ଯାଦବ (୧୧ କୋଟି), ମୋହସିନ୍ ଖାନ୍ (୪ କୋଟି), ଆୟୁଷ ବଦୋନୀ (୪ କୋଟି)
The Super Giants are back with their power players 💥
— JioCinema (@JioCinema) October 31, 2024
Here are the players #LSG has chosen to retain 💪#IPLonJioCinema#IPLRetentiononJioCinema#IPLRetention#JioCinemaSports#LucknowSuperGiants#TATAIPLpic.twitter.com/3LevWc99Rw
କୋଲକାତା ନାଇଟ୍ ରାଇଡର୍ସ : ସୁନୀଲ ନାରିନ୍, ରିଙ୍କୁ ସିଂ, ବରୁଣ ଚକ୍ରବର୍ତ୍ତୀ, ହର୍ଷିତ ରାଣା, ଆନ୍ଦ୍ରେ ରସେଲ, ରମଣଦୀପ ସିଂହ
A new season, but the same warriors ⚔️
— JioCinema (@JioCinema) October 31, 2024
Meet the retained players of #KKR, who are ready to defend their title 👏#IPLonJioCinema#IPLRetentiononJioCinema#IPLRetention#JioCinemaSports#KolkataKnightRiders#TATAIPLpic.twitter.com/9mBwfJvTi1
ରାଜସ୍ଥାନ ରୟାଲ୍ସ: ସଞ୍ଜୁ ସାମସନ୍ (୧୮ କୋଟି), ଯଶସ୍ୱୀ ଜୟସଓ୍ୱାଲ (୧୮ କୋଟି), ରିୟାନ ପରାଗ (୧୪ କୋଟି), ଧ୍ରୁବ୍ ଜୁରେଲ୍ (୧୪ କୋଟି), ସିମରନ୍ ହେତମେୟାର (୧୧ କୋଟି), ସନ୍ଦୀପ ଶର୍ମା (୪ କୋଟି)
#RoyalsFamily welcome back their brightest gems 💎
— JioCinema (@JioCinema) October 31, 2024
Here are the players #RR has chosen to retain 🤩#IPLonJioCinema#IPLRetentiononJioCinema#IPLRetention#JioCinemaSports#RajasthanRoyals#TATAIPLpic.twitter.com/vz9Zlor3bt
ଗୁଜୁରାଟ ଟାଇଟନ୍ସ : ଶୁଭମନ୍ ଗିଲ୍, ରସିଦ ଖାନ୍, ସାଇ ସୁଦର୍ଶନ, ଶାହାରୁଖ ଖାନ୍, ରାହୁଲ ତେଓ୍ୱାଟିଆ
Gujarat ke Titans phir se hai ready ⚔️
— JioCinema (@JioCinema) October 31, 2024
Here are the players who will continue to wear the #GT jersey 🤩#IPLonJioCinema#IPLRetentiononJioCinema#IPLRetention#JioCinemaSports#GujaratTitans#TATAIPLpic.twitter.com/AoA8vNMmpC
ଦିଲ୍ଲୀ କ୍ୟାପିଟାଲ୍ସ : ଅକ୍ଷର ପଟେଲ (୧୬.୫ କୋଟି), କୁଲଦୀପ ଯାଦବ (୧୩.୨୫ କୋଟି), କ୍ରିଷ୍ଟିୟାନ୍ ଷ୍ଟବସ୍ (୧୦ କୋଟି), ଅଭିଷେକ ପୋରେଲ (୪ କୋଟି )
Dilli ke dil wale are 🔙 🦁
— JioCinema (@JioCinema) October 31, 2024
Check out the retained players of #DC who are ready to roar again 🤩#IPLonJioCinema#IPLRetentiononJioCinema#IPLRetention#JioCinemaSports#DelhiCapitals#TATAIPLpic.twitter.com/CJmDPaBddf
ପଞ୍ଜାବ କିଙ୍ଗସ୍ : ପ୍ରଭସିମରନ୍ ସିଂହ, ଶଶାଙ୍କ ସିଂହ
The Kings are back in Punjab 👑
— JioCinema (@JioCinema) October 31, 2024
Meet the retained kings of the #PBKS squad 🤩#IPLonJioCinema#IPLRetentiononJioCinema#IPLRetention#JioCinemaSports#PunjabKings#TATAIPLpic.twitter.com/8AZi1ETP7y