ମେ' ୧୬ ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ, ୩୦  ତାରିଖରେ ଫାଇନାଲ ମ୍ୟାଚ୍ ହୋଇପାରେ ବୋଲି ବିସିସିଆଇର ସୂଚନା

ବିସିସିଆଇର ସୂତ୍ର ସୂଚନା ମୁତାବକ ପାକିସ୍ତାନ ସହ ଯୁଦ୍ଧ କାରଣରୁ ୯ ତାରିଖରୁ ଆଇପିଏଲ ମ୍ୟାଚ୍ ବନ୍ଦ କରାଯାଇଥିଲା । ସେତେବେଳେ ବିସିସିଆଇ କହିଥିଲା କି ଦେଶରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ କ୍ରିକେଟ୍ ମ୍ୟାଚ କରିବା ଠିକ୍ ନୁହେଁ

ffsdasdfsfsdfs

କନକ ବ୍ୟୁରୋ : ଆଇପିଏଲ ୨୦୨୫ ର ବାକିଥିବା ମ୍ୟାଚ ଚଳିତ ମାସ ୧୬ ତାରିଖରୁ ଆରମ୍ଭରୁ ହୋଇପାରେ । ଏହାସହ ଚଳିତମାସ ୩୦ ତାରଖରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇପାରେ ବୋଲି ବିସିସିିଆଇ ସୂଚନା ଦେଇଛି । 

ବିସିସିଆଇର ସୂତ୍ର ସୂଚନା ମୁତାବକ ପାକିସ୍ତାନ ସହ ଯୁଦ୍ଧ କାରଣରୁ ୯ ତାରିଖରୁ ଆଇପିଏଲ ମ୍ୟାଚ୍ ବନ୍ଦ କରାଯାଇଥିଲା । ସେତେବେଳେ ବିସିସିଆଇ କହିଥିଲା କି ଦେଶରେ ଯୁଦ୍ଧ ସ୍ଥିତି ଲାଗି ରହିଥିବା ବେଳେ କ୍ରିକେଟ୍ ମ୍ୟାଚ କରିବା ଠିକ୍ ନୁହେଁ । 

  • ଆଇପିଏଲ ୨୦୨୫ରେ ମୋଟ ୭୪ ଟି ମ୍ୟାଚ ଖେଳାଯିବାର ଥିଲା 
  • ମେ' ୮ ତାରିଖ ପର୍ଯ୍ୟନ୍ତ ୫୮ ଟି ମ୍ୟାଚ୍ ଖେଳାଯାଇଛି 
  • ବାକି ରହିଛି ୧୬ ଟି ମ୍ୟାଚ୍
  • ୧୨ଟି ଲିଗ୍ ଓ ୪ ଟି ପ୍ଲେ ଅଫ୍ ମ୍ୟାଚ୍ ବାକି ରହିଛି 
  • ଚେନ୍ନାଇ, ମୁମ୍ବାଇ, କୋଲକାତା ଓ ରାଜସ୍ଥାନର ଦୁଇଟି ଲେଖାଏଁ ଲିଗ୍ ମ୍ୟାଚ୍ ବାକି ରହିଛି 
  • ବାକି ଟିମର ୩ ଟି ଲେଖାଏଁ ଲିଗ୍ ମ୍ୟାଚ ବାକି ରହିଛି 
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe