ଗୁଇନ୍ଦା ବିଭାଗର ସୂଚନା, ଅପରେସନ ସିନ୍ଦୂର ପରେ ଠିକଣା ବଦଳାଇଛି ମସୁଦ ଅଜହର

ଠିକଣା ବଦଳାଉଛି ଆତଙ୍କୀ । ବହଲାପୁରରେ ଆଡ୍ଡାକୁ ଭାରତ ମାଟିରେ ମିଶାଇବା ପରେ ପିଓକରେ ନୂଆ ଆଡ୍ଡ ଗଢ଼ୁଥିବା ସୂଚନା ମିଳିଛି । ଏହା ହେଉଛି ଅଜହରର ପୁରୁଣା ଠିକଣା ବହଲାପୁରଠୁ କେବଳ ୬କିଲୋମିଟର ଦୂରରେ ଥିବା ଏକ ପାହାଡିଆ ସ୍ଥାନ । ତେବେ ଅନୁମାନ କରାଯାଉଛି ମାସୁଦର ଏହା ନୂଆ ଠିକଣା ହୋଇପାରେ ।

48

କନକ ବ୍ୟୁରୋ : କୁଖ୍ୟାତ ଆତଙ୍କବାଦୀ ତଥା ଜୈଶ ଏ ମହମ୍ମଦ ମୁଖିଆ ମସୁଦ ଅଜହରକୁ ନେଇ ଆସିଛି ବଡ ଖବର । ଠିକଣା ବଦଳାଉଛି ଆତଙ୍କୀ । ବହଲାପୁରରେ ଆଡ୍ଡାକୁ ଭାରତ ମାଟିରେ ମିଶାଇବା ପରେ ପିଓକରେ ନୂଆ ଆଡ୍ଡ ଗଢ଼ୁଥିବା ସୂଚନା ମିଳିଛି । ଏହା ହେଉଛି ଅଜହରର ପୁରୁଣା ଠିକଣା ବହଲାପୁରଠୁ କେବଳ ୬କିଲୋମିଟର ଦୂରରେ ଥିବା ଏକ ପାହାଡିଆ ସ୍ଥାନ । ତେବେ ଅନୁମାନ କରାଯାଉଛି ମାସୁଦର ଏହା ନୂଆ ଠିକଣା ହୋଇପାରେ । ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନୀ ଆତଙ୍କୀଙ୍କ ଠିକଣାକୁ ମାଟିରେ ମିଶାଇଥିଲା । ଯେଉଁଥିରେ ମାସୁଦର ୪ଟି ଠିକଣା ମଧ୍ୟ ଧ୍ବଂସ ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe