କନକ ବ୍ୟୁରୋ : ଚାଉଳ ବଦଳରେ ମିଳୁଛି ମାଣ୍ଡିଆ। କାର୍ଡ ପିଛା ଜଣଙ୍କୁ ମିଳୁଛି ୬୦ କେଜି। ଆଦିବାସୀ ଅଞ୍ଚଳରେ ମାଣ୍ଡିଆ ମୁଖ୍ୟ ଖାଦ୍ୟ । ବର୍ତ୍ତମାନ ଚାଉଳ ବଦଳରେ ମାଣ୍ଡିଆ ନୂତନ ସରକାରଙ୍କ ଦ୍ଵାରା ଯୋଗା ଯାଉଥିବାରୁ ହିତାଧିକାରୀଙ୍କ ମନରେ ନାହିଁ ନଥିବା ଖୁସି । ଆଉ ଏହି ମାଣ୍ଡିଆ ନେବା ପାଇଁ ଲମ୍ବା ଧାଡ଼ି ମଧ୍ୟ ଦେଖିବାକୁ ମିଳିଛି। ଜୟପୁର ସହରର ୧୨ ନମ୍ୱର୍ ୱାର୍ଡରେ ଏକ ଡିପୋରେ ଗହଳି ଦେଖିବାକୁ ମିଳିଛି ।
ଚାଉଳ ବଦଳରେ ମିଳିଲା ମାଣ୍ଡିଆ । କାର୍ଡ ପିଛା ଜଣଙ୍କୁ ମିଳୁଛି ୬୦ କେଜି ମାଣ୍ଡିଆ
ବର୍ତ୍ତମାନ ଚାଉଳ ବଦଳରେ ମାଣ୍ଡିଆ ନୂତନ ସରକାରଙ୍କ ଦ୍ଵାରା ଯୋଗା ଯାଉଥିବାରୁ ହିତାଧିକାରୀଙ୍କ ମନରେ ନାହିଁ ନଥିବା ଖୁସି । ଆଉ ଏହି ମାଣ୍ଡିଆ ନେବା ପାଇଁ ଲମ୍ବା ଧାଡ଼ି ମଧ୍ୟ ଦେଖିବାକୁ ମିଳିଛି। ଜୟପୁର ସହରର ୧୨ ନମ୍ୱର୍ ୱାର୍ଡରେ ଏକ ଡିପୋରେ ଗହଳି ଦେଖିବାକୁ ମିଳିଛି ।
/kanak/media/media_files/ADYIb8TuTmbSMaGhV5Jt.jpg)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)