କନକବ୍ୟୁରୋ : ଝାଡଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ଖୋଲିଛି ପୋଷ୍ଟାଲ ବାଲାଟ , ପ୍ରାରମ୍ଭିକ ଟ୍ରେଣ୍ଡ ଖୋଲିବା ପରେ ୨ଟିରେ ଏନଡିଏ ଓ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ ରହିଛି । ଝାଡଖଣ୍ଡରେ ୨ଟି ପଯ୍ୟାୟରେ ହୋଇଥିଲା ମତଦାନ ,ବର୍ତ୍ତମାନ ପୋଷ୍ଟାଲ ବାଲାଟ ଖୋଲିବା ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହୋଇସାରିଛି । ଆଉ ଏଥିସହ ଧୀରେ ଧୀରେ ଏହାର ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ଆଜିର ଚିତ୍ର ସ୍ପଷ୍ଟ ହେବା ପରେ ଜଣାପଡିବ କିଏ ଜିତିବ ଜନତାଙ୍କ ହୃଦୟ ଓ କିଏ ମାରିବ ବାଜି । ଝାଡଖଣ୍ଡ ବିଧାନସଭାରେ ସମସ୍ତ ୮୧ଟି ଆସନରେ ହୋଇଥିଲା ନିବାଚନ । ନଭେମ୍ବର ୧୩ ତାରିଖରେ ପ୍ରଥମ ମତଦାନ ହୋଇଥିବା ବେଳେ ,ନଭେମ୍ବର ୨୦ରେ ଦ୍ୱିତୀୟ ମତଦାନ ହୋଇଥିଲା ।
ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ : ୨ଟିରେ ଏନଡିଏ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ
ଝାଡଖଣ୍ଡରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ । ଖୋଲିଛି ପୋଷ୍ଟାଲ ବାଲାଟ , ପ୍ରାରମ୍ଭିକ ଟ୍ରେଣ୍ଡ ଖୋଲିବା ପରେ ୨ଟିରେ ଏନଡିଏ ଓ ଗୋଟିଏରେ ଇଣ୍ଡିମେଣ୍ଟ ଆଗରେ ରହିଛି । ଝାଡଖଣ୍ଡରେ ୨ଟି ପଯ୍ୟାୟରେ ହୋଇଥିଲା ମତଦାନ ,ବର୍ତ୍ତମାନ ପୋଷ୍ଟାଲ ବାଲାଟ ଖୋଲିବା ପରେ ପ୍ରାରମ୍ଭିକ ଟ୍ରେଣ୍ଡ ଆରମ୍ଭ ହୋଇସାରିଛି ।
/kanak/media/media_files/2024/11/23/t7SbY5v1sZvLfE46P5gE.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)