ଅନୁଗୁଳରେ ଏନକାଉଣ୍ଟର; ପୁଲିସ ଗୁଳିରେ କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର

ତାଳଚେର ସ୍କଟ୍‌ଲ୍ୟାଣ୍ଡପୁର ଜଙ୍ଗଲରେ ପୋଲିସ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଏହି ଅପରାଧୀର ବାମଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି ।

Encountered

Photograph: (KANAK NEWS)

କନକ ବ୍ୟୁରୋ : ଅନୁଗୁଳରେ ଏନକାଉଣ୍ଟର । କୁଖ୍ୟାତ ଅପରାଧି ସୁଶାନ୍ତ ନାୟକ ଗୁରୁତର । ତାଳଚେର ସ୍କଟ୍‌ଲ୍ୟାଣ୍ଡପୁର ଜଙ୍ଗଲରେ ପୋଲିସ ସୁଶାନ୍ତ ନାୟକକୁ ଏନକାଉଣ୍ଟର କରିଥିବା ସୂଚନା ମିଳିଛି । ଏହି ଅପରାଧୀର ବାମଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି ।

ଗୁରୁତର ଅବସ୍ଥାରେ ସୁଶାନ୍ତକୁ ଅନୁଗୁଳ ସରକାରୀ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗୁଳି କରି ଖସି ଯାଉଥିବା ବେଳେ ପୋଲିସ ପାଲଟା ଏନକାଉଣ୍ଟର କରିଥିଲା । ସୁଶାନ୍ତ ନାଁରେ ତାଳଚେର ସମେତ ବିଭିନ୍ନ ଥାନାରେ ଗଣ୍ଡାଗଣ୍ଡା ଅପରାଧିକ ମାମଲା ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe