୩ବର୍ଷର ଝିଅକୁ ଜୀବନ୍ତ ସମାଧି, ବ୍ରେନ୍‌ ଟ୍ୟୁମର୍‌ରେ ପୀଡିତ ଥିଲେ ଇନ୍ଦୋରର ବିଏନା

ବ୍ରେନ୍‌ ଟ୍ୟୁମର୍‌ରେ ପୀଡିତ ଥିଲେ ଇନ୍ଦୋରର ବିଏନା । ଦୀର୍ଘଦିନ ଅସୁସ୍ଥ ରହିବା ପରେ ବାପା ମା ନେଲେ ଚରମ ନିଷ୍ପତ୍ତି ।

୩ବର୍ଷ ଝିଅକୁ ସମାଧି

୩ବର୍ଷ ଝିଅକୁ ସମାଧି Photograph: (Kanak News)

କନକ ବ୍ୟୁରୋ: କୁନି ଝିଅକୁ ଜୀବନ୍ତ ସମାଧି । ବ୍ରେନ୍‌ ଟ୍ୟୁମର୍‌ରେ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ବାପା ମା ନେଇଛନ୍ତି ଚରମ ନିଷ୍ପତ୍ତି । ମଧ୍ୟପ୍ରଦେଶ ବର୍ଷା ଓ ପିୟୁଷଙ୍କ ଝିଅ ବ୍ରେନ ଟ୍ୟୁମର୍‌ରେ ଅସୁସ୍ଥ ହେବା ପରେ ଦୀର୍ଘଦିନ ହେବ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । 

ତଥାପି ସ୍ବାସ୍ଥ୍ୟବସ୍ଥାର କୌଣସି ଉନ୍ନତି ନଦେଖାଯିବା ପରେ ଦିନକୁ ଦିନ ବିଗୁଡୁଥିଲା । ଜୈନ ଧର୍ମ ଗୁରୁଙ୍କ ସହ ପରାମର୍ଶ ଲୋଡି ଶେଷରେ ଝିଅକୁ ସମାଧି ଦେଇଛନ୍ତି ବାପା ମା । ଜୈନ ଧର୍ମରେ ସନ୍ଥାର ଏକ ପ୍ରକିୟା ରହିଛି । ମନ୍ତ୍ର ଉଚ୍ଚାରଣ ଓ ବିଧିବିଧାନ ପରେ ସମାଧି ଦିଆଯାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe