କନକ ବ୍ୟୁରୋ: କୁନି ଝିଅକୁ ଜୀବନ୍ତ ସମାଧି । ବ୍ରେନ୍ ଟ୍ୟୁମର୍ରେ ଦୀର୍ଘଦିନ ଧରି ଅସୁସ୍ଥ ରହିବା ପରେ ଶେଷରେ ବାପା ମା ନେଇଛନ୍ତି ଚରମ ନିଷ୍ପତ୍ତି । ମଧ୍ୟପ୍ରଦେଶ ବର୍ଷା ଓ ପିୟୁଷଙ୍କ ଝିଅ ବ୍ରେନ ଟ୍ୟୁମର୍ରେ ଅସୁସ୍ଥ ହେବା ପରେ ଦୀର୍ଘଦିନ ହେବ ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ ।
ତଥାପି ସ୍ବାସ୍ଥ୍ୟବସ୍ଥାର କୌଣସି ଉନ୍ନତି ନଦେଖାଯିବା ପରେ ଦିନକୁ ଦିନ ବିଗୁଡୁଥିଲା । ଜୈନ ଧର୍ମ ଗୁରୁଙ୍କ ସହ ପରାମର୍ଶ ଲୋଡି ଶେଷରେ ଝିଅକୁ ସମାଧି ଦେଇଛନ୍ତି ବାପା ମା । ଜୈନ ଧର୍ମରେ ସନ୍ଥାର ଏକ ପ୍ରକିୟା ରହିଛି । ମନ୍ତ୍ର ଉଚ୍ଚାରଣ ଓ ବିଧିବିଧାନ ପରେ ସମାଧି ଦିଆଯାଏ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/05/04/m7OrH54ILM8AVP9vG0IR.jpg)