କନକ ବ୍ୟୁରୋ : ବିମାନରେ ବୋମା ଭୟ। ନାଗପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ୍। ବିମାନଟି ମଧ୍ୟପ୍ରଦେଶ ଜବଦଲପୁରରୁ ହାଇଦ୍ରାବାଦ ଯାଉଥିବା ବେଳେ ବୋମା ବିସ୍ଫୋରଣ ନେଇ ଧମକ ମିଳିଥିଲା। ବିମାନର ବାଥରୁମରେ ବୋମା ବିସ୍ଫୋରଣ ନେଇ ଲେଖା କାଗଜ ମିଳିଥିଲା। ପରେ ବିମାନଟି ରୁଟ ପରିବର୍ତନ କରି ନାଗପୁର ଯାଇଥିଲା। ନାଗପୁରରେ ଇଣ୍ଡିଗୋ ବିମାନ ୬ଇ ୭୩୦୮ ସୁରକ୍ଷିତ ଭାବେ ଅବତରଣ କରିଛି। ସମସ୍ତ ଯାତ୍ରୀ ସୁରକ୍ଷୀତ ଅଛନ୍ତି।
ନାଗପୁରରେ ଜରୁରୀ ଅବତରଣ କଲା ଇଣ୍ଡିଗୋ ଫ୍ଲାଇଟ୍ । ବିମାନ ବାଥରୁମରେ ବୋମା ବିସ୍ଫୋରଣ ଲେଖା ଥିବା କାଗଜ ମିଳିବା ପରେ ରୁଟ୍ ପରିବର୍ତ୍ତନ କଲା ବିମାନ
ବିମାନଟି ମଧ୍ୟପ୍ରଦେଶ ଜବଦଲପୁରରୁ ହାଇଦ୍ରାବାଦ ଯାଉଥିବା ବେଳେ ବୋମା ବିସ୍ଫୋରଣ ନେଇ ଧମକ ମିଳିଥିଲା। ବିମାନର ବାଥରୁମରେ ବୋମା ବିସ୍ଫୋରଣ ନେଇ ଲେଖା କାଗଜ ମିଳିଥିଲା।
/kanak/media/media_files/u3YpjbfGj3rLzfm5YvUN.jpg)