Photograph: (kanaknews)
କନକ ବ୍ୟୁରୋ : ପାକିସ୍ତାନ ଉପରେ ଭାରତର ୱାଟର ଷ୍ଟ୍ରାଇକ୍ । ସିନ୍ଧୁ ପରେ ଚେନାବ ନଦୀର ଜଳ ରୋକିଲା ଭାରତ । ଜମ୍ମୁ କାଶ୍ମୀର ରାମବନ ଅଞ୍ଚଳରେ ଥିବା ବାଗ୍ଲିହର ଡ୍ୟାମର ସବୁ ଗେଟ୍ ବନ୍ଦ କଲା ଭାରତ । ଡ୍ୟାମ ବନ୍ଦ ହେବା ପରେ ପାକିସ୍ତାନକୁ ଯାଇଥିବା ଚେନାବ ନଦୀ ଶୁଖିଲା ପଡିଛି । ସିନ୍ଧୁ ନଦୀ ଜଳ ଚୁକ୍ତି ବାତିଲ ଏହାର ଅଂଶ ବୋଲି କୁହାଯାଉଛି । ବାଗ୍ଲିହର ଡ୍ୟାମ ଦ୍ବାରା ଭାରତ-ପାକିସ୍ତାନ ମଧ୍ୟରେ ଜଳ ପ୍ରବାହ ହୋଇଥାଏ । ଜଳସ୍ତର କମିବା ପରେ ପାକିସ୍ତାନର ଚାଷ ପ୍ରଭାବିତ ହେବାର ଆଶଙ୍କା ରହିଛି । କେବଳ ବାଗ୍ଲିହର ନୁହେଁ ଆଗାମୀ ଦିନରେ ଭାରତ ଝେଲମ ନଦୀର କ୍ରିଷ୍ଣାଗଙ୍ଗା ଡ୍ୟାମ ମଧ୍ୟ ବନ୍ଦ କରିବାକୁ ଯୋଜନା କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg) 
  /kanak/media/member_avatars/2025/02/11/2025-02-11t080152817z.jpg ) 
                                
                             Follow Us
 Follow Us/kanak/media/media_files/2025/05/05/OozXa3qynAsFwuEnbcIH.jpg)