ଦ୍ବିତୀୟ ଟି-ଟ୍ବେଂଟିରେ ଭାରତର ରୋମାଂଚକର ବିଜୟ : ୨ ୱିକେଟରେ ଇଂଲଣ୍ଡକୁ ମାତ ଦେଲା ଟିମ ଇଣ୍ଡିଆ

Advertisment

ଚେନ୍ନାଇରେ ଚମକିଲେ ତିଲକ । ଯୁବ ତାରକା ତିଲକ ବର୍ମାଙ୍କ ଦମଦାର  ଅର୍ଧ ଶତକୀୟ ଇଂନିସ ବଳରେ ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡକୁ ୨ ୱିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ  ।  ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଭାରତ  ।  ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ କରିଥିଲା ଇଂଲଣ୍ଡ  ।

team 4

team 4 Photograph: (KanakNews )

କନକବ୍ୟୁରୋ : ଚେନ୍ନାଇରେ ଚମକିଲେ ତିଲକ । ଯୁବ ତାରକା ତିଲକ ବର୍ମାଙ୍କ ଦମଦାର  ଅର୍ଧ ଶତକୀୟ ଇଂନିସ ବଳରେ ଦ୍ୱିତୀୟ ଟି-୨୦ରେ ଇଂଲଣ୍ଡକୁ ୨ ୱିକେଟରେ ପରାସ୍ତ କଲା ଟିମ ଇଣ୍ଡିଆ  ।  ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ଭାରତ  ।  ପ୍ରଥମେ ବ୍ୟାଟିଂ କରି ନିର୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୬୫ ରନ କରିଥିଲା ଇଂଲଣ୍ଡ  ।

ଭାରତ ପକ୍ଷରୁ ଅକ୍ସର ପଟେଲ ଓ ୱାଶିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିଲେ   ।   ଜବାବରେ ଭାରତ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲେ ବି ଏକାକୀ କ୍ରିଜରେ ଲଢିଥିଲେ ତିଲକ ବର୍ମା   ।   ୫୫ଟି ବଲରୁ ୫ଟି ଛକା ଓ ୪ଟି ଚୌକା ସହ ୭୨ ରନର ଅର୍ଧଶତକୀୟ ଇନିଂସ ଖେଳିଛନ୍ତି ତିଲକ ବର୍ମା । ଏହି ବିଜୟ ସହ ୫ଟିକିଆ ବିଶିଷ୍ଟ ଟି-୨୦ ସିରିଜରେ ଏବେ ୨-୦ରେ ଆଗୁଆ ରହିଛି ଭାରତ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe