ଆଇଆଇଟି ମାଡ୍ରାସରେ ଖୋଲିଲା ଭାରତର ପ୍ରଥମ କର୍କଟ ରୋଗ ଜିନୋମ୍ ଏବଂ ଟିସୁ ବ୍ୟାଙ୍କ : ପଶ୍ଚିମ ଦେଶଗୁଡ଼ିକର ତଥ୍ୟ ଉପରେ ନିର୍ଭରଶୀଳତା ହେବ ହ୍ରାସ

Advertisment

ସାରା ବିଶ୍ୱରେ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି କ୍ୟାନ୍ସର । ଭାରତରେ ମଧ୍ୟ ଏହି ମାରାତ୍ମକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।  ୨୦୨୫ ଶେଷ ସୁଦ୍ଧା ୧.୫୬ ନିୟୁତ ନୂତନ ମାମଲା ଏବଂ ମୃତ୍ୟୁ ସଂଖ୍ୟା ୮୭.୪ ନିୟୁତରେ ପହଁଚିବ ବୋଲି ଆକଳନ କରାଯାଉଛି

10

Photograph: (kanaknews)

କନକବ୍ୟୁରୋ : ସାରା ବିଶ୍ୱରେ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି କ୍ୟାନ୍ସର। ଭାରତରେ ମଧ୍ୟ ଏହି ମାରାତ୍ମକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି ।  ୨୦୨୫ ଶେଷ ସୁଦ୍ଧା ୧.୫୬ ନିୟୁତ ନୂତନ ମାମଲା ଏବଂ ମୃତ୍ୟୁ ସଂଖ୍ୟା ୮୭.୪ ନିୟୁତରେ ପହଁଚିବ ବୋଲି ଆକଳନ କରାଯାଉଛି ।  ଚୀନ୍ ଏବଂ ଆମେରିକା ପରେ ବିଶ୍ବରେ ସର୍ବାଧିକ କର୍କଟ ରୋଗୀଙ୍କ ମୃତ୍ୟୁ ତାଲିକାରେ ତୃତୀୟ ସ୍ଥାନରେ ରହିଛି ଭାରତ  ।

ସାଧାରଣତଃ କ୍ୟାନ୍ସର ପୀଡ଼ିତ ମାନଙ୍କୁ ଜିନ୍ ଏବଂ ଟିସୁ ପାଇଁ ନିର୍ଦ୍ଦିଷ୍ଟ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ ।  ଏହି ଆବଶ୍ୟକତାକୁ ପୂରଣ କରି ଆଇଆଇଟି ମାଡ୍ରାସ ଏକ ନୂତନ ପଦକ୍ଷେପ ନେଇଛି । ଏହି ଅନୁଷ୍ଠାନ ଜିନୋମ ଏବଂ ଟିସୁ ବ୍ୟାଙ୍କ ସୃଷ୍ଟି କରିଛି, ଯାହା ଭାରତରେ ବ୍ୟକ୍ତିଗତ କର୍କଟ ଚିକିତ୍ସା ପାଇଁ ପଥ ପ୍ରଶସ୍ତ କରିପାରିବ। ତେବେ ଜାଣନ୍ତୁ ଏହି ବ୍ୟାଙ୍କ କିପରି କାର୍ଯ୍ୟ କରିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe