କନକବ୍ୟୁରୋ : ସାରା ବିଶ୍ୱରେ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବେ ଉଭା ହୋଇଛି କ୍ୟାନ୍ସର। ଭାରତରେ ମଧ୍ୟ ଏହି ମାରାତ୍ମକ ରୋଗ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ୨୦୨୫ ଶେଷ ସୁଦ୍ଧା ୧.୫୬ ନିୟୁତ ନୂତନ ମାମଲା ଏବଂ ମୃତ୍ୟୁ ସଂଖ୍ୟା ୮୭.୪ ନିୟୁତରେ ପହଁଚିବ ବୋଲି ଆକଳନ କରାଯାଉଛି । ଚୀନ୍ ଏବଂ ଆମେରିକା ପରେ ବିଶ୍ବରେ ସର୍ବାଧିକ କର୍କଟ ରୋଗୀଙ୍କ ମୃତ୍ୟୁ ତାଲିକାରେ ତୃତୀୟ ସ୍ଥାନରେ ରହିଛି ଭାରତ ।
ସାଧାରଣତଃ କ୍ୟାନ୍ସର ପୀଡ଼ିତ ମାନଙ୍କୁ ଜିନ୍ ଏବଂ ଟିସୁ ପାଇଁ ନିର୍ଦ୍ଦିଷ୍ଟ ଉପଯୁକ୍ତ ଚିକିତ୍ସାର ଆବଶ୍ୟକତା ପଡ଼ିଥାଏ । ଏହି ଆବଶ୍ୟକତାକୁ ପୂରଣ କରି ଆଇଆଇଟି ମାଡ୍ରାସ ଏକ ନୂତନ ପଦକ୍ଷେପ ନେଇଛି । ଏହି ଅନୁଷ୍ଠାନ ଜିନୋମ ଏବଂ ଟିସୁ ବ୍ୟାଙ୍କ ସୃଷ୍ଟି କରିଛି, ଯାହା ଭାରତରେ ବ୍ୟକ୍ତିଗତ କର୍କଟ ଚିକିତ୍ସା ପାଇଁ ପଥ ପ୍ରଶସ୍ତ କରିପାରିବ। ତେବେ ଜାଣନ୍ତୁ ଏହି ବ୍ୟାଙ୍କ କିପରି କାର୍ଯ୍ୟ କରିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/10/02/10-2025-10-02-09-54-09.jpg)