ବଢ଼ିବ ଭାରତର ପ୍ରତିରକ୍ଷା ବଜେଟ୍ : ଅପରେସନ୍ ସିନ୍ଦୂରର ସଫଳତା ପରେ ଆଉ ୫୦ ହଜାର କୋଟି ବଢ଼ାଇବା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ଅପରେସନ ସିନ୍ଦୁର ପରେ ବଡ଼ ଅପଡେଟ ।  ପ୍ରତିରକ୍ଷା ପାଇଁ ଅତିରିକ୍ତ ୫୦ ହଜାର କୋଟିର ବଜେଟ ।

adibesan

Photograph: (kanaknews)

କନକବ୍ୟୁରୋ : ଅପରେସନ ସିନ୍ଦୂର ପରେ ବଡ଼ ଅପଡେଟ ।  ପ୍ରତିରକ୍ଷା ପାଇଁ ଅତିରିକ୍ତ ୫୦ ହଜାର କୋଟିର ବଜେଟ ।  ମୁଖ୍ୟତଃ ନୁଆ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର କିଣିବା କ୍ଷେତ୍ରରେ ଭାରତ ଏହି ଟଙ୍କା ବ୍ୟବହାର କରିବ । ଏହି ଅତିରିକ୍ତ ୫୦ ହଜାର କୋଟି ଟଙ୍କାର ପ୍ରତିରକ୍ଷା ବଜେଟ୍ ଆସନ୍ତା ଶୀତ ଅଧିବେଶନରେ ସଂସଦରେ ଆଗତ ହେବ ଏନେଇ ସରକାରୀ ସୂତ୍ରରୁ ସୂଚନା ମିଳିଛି  ।  ଭାରତ ପାକିସ୍ତାନ ଉତ୍ତେଜନା ଭିତରେ ଇସଲାମାବାଦକୁ ଚୀନର ସମର୍ଥନ ପରେ ଭାରତ ପ୍ରତିରକ୍ଷା କ୍ଷେତ୍ର ଉପରେ ଗୁରୁତ୍ବ ଦେଇଛି ନୂଆଦିଲ୍ଲୀ  ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe