ବଢିଲା ଭାରତୀୟ ନୌସେନାର ଶକ୍ତି : ସେନାରେ ସାମିଲ ଦୁଇ ଅତ୍ୟାଧୁନିକ ଜାହାଜ

Advertisment

ଭାରତୀୟ ନୌସେନାରେ ଯୋଗ ଦେଲା ଅତ୍ୟାଧୁନିକ ଯୁଦ୍ଧପୋତ ଜାହାଜ ।  ଭାରତୀୟ ନୌସେନାରେ ଆଜି ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍‌ଏସ୍‌ ଉଦୟଗିରି ଓ ଆଇଏନ୍‌ଏସ୍‌ ହିମଗିରି ସାମିଲ ହୋଇଛି  । 

ଭାରତୀୟ ନୌସେନାରେ ଯୋଗ ଦେଲା ଅତ୍ୟାଧୁନିକ ଯୁଦ୍ଧପୋତ ଜାହାଜ ।  ଭାରତୀୟ ନୌସେନାରେ ଆଜି ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍‌ଏସ୍‌ ଉଦୟଗିରି ଓ ଆଇଏନ୍‌ଏସ୍‌ ହିମଗିରି ସାମିଲ ହୋଇଛି  । 

24

Photograph: (kanaknews)

କନକ ବ୍ୟୁରୋ : ଭାରତୀୟ ନୌସେନାରେ ଯୋଗ ଦେଲା ଅତ୍ୟାଧୁନିକ ଯୁଦ୍ଧପୋତ ଜାହାଜ ।  ଭାରତୀୟ ନୌସେନାରେ ଆଜି ଅତ୍ୟାଧୁନିକ ଯୁଦ୍ଧପୋତ ଆଇଏନ୍‌ଏସ୍‌ ଉଦୟଗିରି ଓ ଆଇଏନ୍‌ଏସ୍‌ ହିମଗିରି ସାମିଲ ହୋଇଛି । ବିଶାଖାପାଟଣାରେ ରକ୍ଷାମନ୍ତ୍ରୀ ରାଜନାଥ ସିଂଙ୍କ ଉପସ୍ଥିତିରେ ଏହି ଐତିହାସିକ ସମାରୋହ ଅନୁଷ୍ଠିତ ହୋଇଛି । ପ୍ରଥମ ଥର ପାଇଁ ଦୁଇଟି ଭିନ୍ନ ଭିନ୍ନ ଶିପ୍‌ ୟାର୍ଡରେ ନିର୍ମିତ ଦୁଇଟି ପ୍ରମୁଖ ଯୁଦ୍ଧ ଜାହାଜ ଏକ ସାଙ୍ଗରେ ନୌସେନାରେ ସାମିଲ ହୋଇଛନ୍ତି ।  ଭାରତର ସାମୁଦ୍ରିକ ଶକ୍ତିକୁ ଆହୁରି ମଜଭୁତ କରିବ ଏବଂ ‘ମେକ୍ ଇନ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ର ସଫଳତାକୁ ପ୍ରତିଫଳିତ କରୁଛି । ଉଦୟଗିରି ମୁମ୍ବାଇର ମଜଗାଁ ଡକ ଶିପ ବିଲ୍ଡର୍ସ ଲିମିଟେଡ ଦ୍ୱାରା ନିର୍ମିତ ହୋଇଥିବା ବେଳେ ହିମଗିରି କୋଲକାତାର ଗାର୍ଡନ ରିଚ୍ ଶିପ ବିଲ୍ଡର୍ସ ଆଣ୍ଡ ଇଞ୍ଜିନିୟର୍ସ ଦ୍ୱାରା ନିର୍ମାଣ କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe