କନକ ବ୍ୟୁରୋ: ନେପାଳରେ ଏକ ବଡ଼ ଧରଣର ବସ ଦୁର୍ଘଟଣା ଘଟିଛି । ଏଠାରେ ୪୦ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଯାଉଥିବା ଏକ ଭାରତୀୟ ବସ ନଦୀକୁ ଖସି ପଡିଛି । ତାନାହୁନ ଜିଲ୍ଲାର ମର୍ସ୍ୟଣ୍ଡି ନାମକ ଉଛୁଳା ନଦୀକୁ ବସଟି ଖସିଥିବା ନେଇ ସୂଚନା ମିଳିଛି । ଏହି ବସଟି ପୋଖରାରୁ କାଠମାଣ୍ଡୁ ଯାଉଥିଲା । ବସଟି ଖସି ପଡ଼ିବା ପରେ ଏଯାଏଁ ଯାତ୍ରୀ କିମ୍ବା ବସର କୌଣସି ପତ୍ତା ମିଳିପାରିନାହିଁ । ବସ୍ ବା ଯାତ୍ରୀଙ୍କ ଅନୁସନ୍ଧାନ ଜାରି ରଖିଛି ପୋଲିସ ଓ ଉଦ୍ଧାରକାରୀ ଦଳ ।
ନେପାଳରେ ନଦୀକୁ ଖସି ପଡ଼ିଲା ଭାରତୀୟ ବସ । ବସରେ ଥିଲେ ୪୦ ଭାରତୀୟ ଯାତ୍ରୀ ।
୪୦ ଜଣ ଭାରତୀୟ ଯାତ୍ରୀଙ୍କୁ ନେଇ କାଠମାଣ୍ଡୁ ଯାଉଥିବା ଏକ ଭାରତୀୟ ବସ ନଦୀକୁ ଖସି ପଡିଛି । ଯାତ୍ରୀଙ୍କ ଅନୁସନ୍ଧାନ ଜାରି ରଖିଛି ପୋଲିସ ଓ ଉଦ୍ଧାରକାରୀ ଦଳ ।
/kanak/media/media_files/Ktrt8832WzIWpoXPqOAz.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)