କନକବ୍ୟୁରୋ : ଭାରତୀୟ ସେନାକୁ ମିଳିବାକୁ ଯାଉଛି ଆଉ ଏକ ଅମୋଘ ଅସ୍ତ୍ର । ଡିଆରଡିଓ ଦ୍ୱାରା ନିର୍ମିତ ସ୍ୱଦେଶୀ ମାଉଣ୍ଟେଡ୍ ଗନ୍ ସିଷ୍ଟମ୍ ପ୍ରଦର୍ଶନ କରାଯାଇଛି । କୁହାଯାଉଛି ଏହା ଏକ ଘାତକ ଡିଫେନ୍ସ ଓ ଆଟାକ୍ ସିଷ୍ଟମ୍ । ଏହି ଗନ୍ ୧୫୫ ମିମି ଓ ୫୨ କାଲିବର ଟ୍ରକ୍-ମାଉଣ୍ଟେଡ୍ ସିଷ୍ଟମ୍ ଅଟେ । ଏହାକୁ ଦୂର ମରୁଭୂମି ଓ ପାର୍ବତ୍ୟ ଅଞ୍ଚଳରେ ସହଜରେ ରଖାଯାଇ ଶତ୍ରୃକୁ ଟାର୍ଗେଟ୍ କରିହେବ । ଏହାର ରେଂଜ ପାଖାପାଖି ୪୫ କିଲୋମିଟର ରହିଛି ।
ଭାରତୀୟ ସେନାର ଅମୋଘ ଅସ୍ତ୍ର : ସେନାରେ ସାମିଲ ହେଲା ଘାତକ ଡିଫେନ୍ସ ଓ ଆଟାକ୍ ଟ୍ୟାଙ୍କର୍ ଗନ୍
ଭାରତୀୟ ସେନାକୁ ମିଳିବାକୁ ଯାଉଛି ଆଉ ଏକ ଅମୋଘ ଅସ୍ତ୍ର
/kanak/media/media_files/2025/07/08/sena-2025-07-08-14-21-32.jpg)