କନକ ବ୍ୟୁରୋ : ଭାରତକୁ ଆମେରିକାର ଅଫର, ଛାନିଆ ପାକିସ୍ତାନ । ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାଗସ୍ତ ସମୟରେ ଆମେରିକ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ ଅଫର ଦେଇଛନ୍ତି । ଯୁଦ୍ଧ ଜେଟ ଏଫ ଥାଟିଫାଇଭ କିଣିବାକୁ ଅଫର ଦେଇଛି ଆମେରିକା ।ଏବେ ଏହା ପାକିସ୍ତାନର ଚିନ୍ତା ବଢ଼ାଇଛି । ଏହି ଅଫର ଦକ୍ଷିଣ ଏସିଆ ପାଇଁ ବଡ ଚିନ୍ତାର କାରଣ ହେବ ବୋଲି ବୟାନ ଦେଇଛି ପାକିସ୍ତାନ ।କେବଳ ସେତିକ ନୁହଁ ଏହି ପ୍ରତିରକ୍ଷା ଚୁକ୍ତି ବିଶ୍ବ ପାଇଁ ବିପଦ ,ଏକତରଫା ଓ ମାନଦଣ୍ଡକୁ ଉଲ୍ଲଂଘନ କରୁଥିବା ପାକ କହିଛି ।ଭାରତ ଓ ଆମେରିକା ମିଳିଭାବେ ଆତଙ୍କବାଦ ବିରୋଧରେ ଲଢ଼େଇ କରିବାନେଇ ଘୋଷଣା କରିଛନ୍ତି ଓ ଏଭଳି ସ୍ଥଳରେ ଆମେରିକାର ଲଫ ଥାଟିଫାଇଭ ବିକ୍ରି ଅଫରକୁ ନେଇ ଚିହିଁକିଛି ପାକିସ୍ତାନ ।
ମଜବୁତ ହେଉଛି ଭାରତ-ଆମେରିକା ପ୍ରତିରକ୍ଷା ସମ୍ପର୍କ । ଚିନ୍ତାରେ ପାକିସ୍ତାନ, ଯୁଦ୍ଧ ଜେଟ୍ ଏଫ୍ ୩୫ ବିକ୍ରି ଅଫରକୁ ନେଇ ପାକିସ୍ତାନର ଅସନ୍ତୋଷ
ଏହି ଅଫର ଦକ୍ଷିଣ ଏସିଆ ପାଇଁ ବଡ ଚିନ୍ତାର କାରଣ ହେବ ବୋଲି ବୟାନ ଦେଇଛି ପାକିସ୍ତାନ ।କେବଳ ସେତିକ ନୁହଁ ଏହି ପ୍ରତିରକ୍ଷା ଚୁକ୍ତି ବିଶ୍ବ ପାଇଁ ବିପଦ ,ଏକତରଫା ଓ ମାନଦଣ୍ଡକୁ ଉଲ୍ଲଂଘନ କରୁଥିବା ପାକ କହିଛି ।
/kanak/media/media_files/2025/02/15/afu0j7eigurtDhEVWXaK.jpg)