କନକ ବ୍ୟୁରୋ : ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଚାଲିଥିବା ପ୍ରୋ-ଲିଗରେ ଭାରତୀୟ ଦଳର ଲଗାତର ଦ୍ବିତୀୟ ପରାଜୟ । ପ୍ରଥମ ମ୍ୟାଚରେ ବେଲଜିୟମ ଠାରୁ ହାରିଥିବା ଭାରତ ଗୁରୁବାର ଅର୍ଜେଣ୍ଟିନା ଠାରୁ ୦-୮ ଗୋଲରେ ହାରିଯାଇଛି ।
ଅଧିକ ପଢନ୍ତୁ : ନ୍ୟୁଜିଲାଣ୍ଡ ସିରିଜ ପରାଜୟ : ପଦାରେ ପଡ଼ିଲା ଭାରତୀୟ ଦଳର ଦୁର୍ବଳତା, ରୋହିତ, ଜାଡେଜାଙ୍କ ଫର୍ମକୁ ନେଇ ଚିନ୍ତା
ମ୍ୟାଚ୍ ଆରମ୍ଭରୁ ଆର୍ଜେଣ୍ଟିନା ଖେଳାଳିମାନେ ପ୍ରଭାବ ବିସ୍ତାର କରିନେଇଥିଲେ। ଆର୍ଜେଣ୍ଟିନା ଖେଳାଳି ଗୋଟିଏ ପରେ ଗୋଟିଏ ଗୋଲ୍ ଦେଇ ଚାଲିଥିଲେ । ଭାରତ ବିପକ୍ଷରେ ଆର୍ଜେଣ୍ଟିନାର ଏହା ସବୁଠୁ ବଡ଼ ବିଜୟ। ଆସନ୍ତାକାଲି ଭାରତ ପୁଣି ବେଲଜିୟମକୁ ଭେଟିବ ।
Follow Us