ନ୍ୟୁଜ୍ ଦେଶ ବିଦେଶ ଆଜି ବେଜିଂରେ ଭାରତ, ପାକିସ୍ତାନ ଟକ୍କର ; ହକି ଏସିଆନ ଚାମ୍ପିୟନ୍ସ ଟ୍ରଫିରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ ଆଜି ବେଜିଂରେ ଭାରତ, ପାକିସ୍ତାନ ଟକ୍କର ; ହକି ଏସିଆନ ଚାମ୍ପିୟନ୍ସ ଟ୍ରଫି ୨୦୨୪ରେ ମୁହାଁମୁହିଁ ହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ । ଲଗାତାର ୪ ମ୍ୟାଚ ଜିତି ଫେଭରାଇଟ ଦଳ ଭାବେ ସେମିଫାଇନାଲରେ ପହଞ୍ଚିଛି ଭାରତ । ୪ ମ୍ୟାଚରୁ ଦୁଇଟି ଜିତିଛି ପାକିସ୍ତାନ । 14 Sep 2024 09:46 IST Anupama Rout Follow Us