ପାକ୍ତିସ୍ତାନ ସହ ତିକ୍ତତା ଭିତରେ ଭାରତକୁ ମିଳିଲା ନୂଆ ଏୟାର ଡିଫେନ୍ସ ମିସାଇଲ:  ଖୁବଶୀଘ୍ର ସେନାରେ ସାମିଲ ହେବ ଇଗଲା-ଏସ

Advertisment

ବଢ଼ିଲା ଭାରତୀୟ ସେନାର ବଳ । ରୁଷରୁ ଆସିଲା ଅତ୍ୟାଧୁନିକ ଇଗଲା-ଏସ ମିସାଇଲ । ରୁଷ-ଭାରତ ମଧ୍ୟରେ ମିସାଇଲକୁ ନେଇ କିଛି ଦିନ ପୂର୍ବରୁ ପ୍ରତିରକ୍ଷା ଆଲୋଚନା କରାଯାଇଥିବାବେଳେ ଏବେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

ବଢ଼ିଲା ଭାରତୀୟ ସେନାର ବଳ । ରୁଷରୁ ଆସିଲା ଅତ୍ୟାଧୁନିକ ଇଗଲା-ଏସ ମିସାଇଲ । ରୁଷ-ଭାରତ ମଧ୍ୟରେ ମିସାଇଲକୁ ନେଇ କିଛି ଦିନ ପୂର୍ବରୁ ପ୍ରତିରକ୍ଷା ଆଲୋଚନା କରାଯାଇଥିବାବେଳେ ଏବେ ଚୁକ୍ତି ସ୍ବାକ୍ଷରିତ ହୋଇଛି ।

6େିବ୍ିଲ

Photograph: (kanaknews)

କନକ ବ୍ୟୁରୋ: ବଢ଼ିଲା ଭାରତୀୟ ସେନାର ବଳ । ରୁଷରୁ ଆସିଲା ଅତ୍ୟାଧୁନିକ ଇଗଲା-ଏସ ମିସାଇଲ । ରୁଷ-ଭାରତ ମଧ୍ୟରେ ମିସାଇଲକୁ ନେଇ କିଛି ଦିନ ପୂର୍ବରୁ ପ୍ରତିରକ୍ଷା ଆଲୋଚନା କରାଯାଇଥିବାବେଳେ ଏବେ ଚୁକ୍ତି ସ୍ବାକ୍ଷରିତ ହୋଇଛି । ଇଗଲା ଏସ ମିସାଇଲ ପାଇଁ ରୁଷଆ ଭାରତ ମଧ୍ୟରେ ୨୬୦କୋଟି ଟଙ୍କା ସହ ୫୨ଟି ମିସାଇଲର ଚୁକ୍ତି ସ୍ବାକ୍ଷରିତ ହୋଇଛି । ଭାରତୀୟ ବାୟୁସେନାରେ ସାମିଲ ହେବା ପରେ ଏଲଏସି ଓ ଏଲଓସିରେ ମୁତୟନ କରାଯିବ । ଏହି ମିସାଇଲ ରାଡାର ଓ ଲେଜର ସେନସରରେ ନିର୍ମିତ । ଶତ୍ରୁ ପକ୍ଷରୁ ଆକ୍ରମଣର ସୂଚନା କ୍ଷଣିକର ଦେବ । ତୀବ୍ର ଗତିରେ ଲକ୍ଷ୍ୟ ଭେଦ କରିପାରେ । ଇଗଲାର ନୂଆ ସଂସ୍କରଣ ଇଗଲା-ଏସ । ୧୯୯୦ ଦଶକରୁ ରୁଷ ସେନାରେ ସାମିଲ ଅଛି । ଶତ୍ରୁଙ୍କ ଡ୍ରୋନ, ଫାଇଟର ଜେଟ ଓ ମିସାଇଲ ବାବଦରେ ସୂଚନା ଦେଇପାରିବ । ଏହାକୁ ଶତ୍ରୁଙ୍କ କୌଣସି ରାଡାର ଧରିପାରିବନି । ୬ଘଣ୍ଟା କିଲୋମିଟର ଦୂର ଯାଏଁ ଲକ୍ଷ୍ୟଭେଦ କରିପାରିବେ । ଏହା ହାଲୁକା ଓ ଛୋଟ ଆକୃତିର ହୋଇଥିବାରୁ ଏହାର ବ୍ୟବହାର ସହଜ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe