ଭାରତ ବନାମ ନ୍ୟୁଜିଲାଣ୍ଡ : ଦ୍ୱିତୀୟ ଟେଷ୍ଟରେ ବି ଫେଲ ମାରିଲେ ବ୍ୟାଟର । ଭାରତ ୧୫୬ରେ ଅଲଆଉଟ୍ ।

ପ୍ରଥମ ଟେଷ୍ଟ ମ୍ୟାଚର ପରାଜୟ ପରେ ଆଶା କରା ଯାଉଥିଲା ଭାରତ ପୁଣେରେ ଭଲ ପ୍ରଦର୍ଶନ କରିବ । ବିଶେଷକରି ବ୍ୟାଟର ମାନେ ରନ କରିବେ ହେଲେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ଭାରତର ଟପ-ଅର୍ଡର ।

60qa

କନକ ବ୍ୟୁରୋ: ପୁଣେରେ ଚାଲିଛି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଦ୍ୱିତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ମ୍ୟାଚର ପରାଜୟ ପରେ ଆଶା କରା ଯାଉଥିଲା ଭାରତ ପୁଣେରେ ଭଲ ପ୍ରଦର୍ଶନ କରିବ । ବିଶେଷକରି ବ୍ୟାଟର ମାନେ ରନ କରିବେ ହେଲେ ସମ୍ପୂର୍ଣ୍ଣ ଫେଲ୍ ମାରିଛନ୍ତି ଭାରତର ଟପ-ଅର୍ଡର । ପ୍ରଥମ ଇନିଙ୍ଗସରେ ଭାରତ ୧୫୬ରନରେ ଅଲ-ଆଉଟ ହୋଇଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe