ୟୁରୋପୀୟ ସଂଘ ସହ ବାଣିଜ୍ୟ ବୃଦ୍ଧି କରିବା ଦିଗରେ ଭାରତ, ଜର୍ମାନୀ ସହ ଦ୍ୱିପାକ୍ଷିକ ଆଲୋଚନା ପରେ ଫିଟିପାରେ ନୂଆ ବାଟ

ଜୟଶଙ୍କର କହିଛନ୍ତି ଯେ ସେ ଜର୍ମାନ ମନ୍ତ୍ରୀଙ୍କ ସହିତ ସମ୍ପର୍କର ନୂତନ ଦିଗ ଉପରେ ଆଲୋଚନା କରିବାକୁ ଆଶା କରୁଛନ୍ତି । ଏସ୍. ଜୟଶଙ୍କର ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଏବଂ ଜର୍ମାନୀ ମଧ୍ୟରେ ୧୦୦ ବର୍ଷରୁ ଅଧିକ ସମୟ ଧରି ବାଣିଜ୍ୟ ସମ୍ପର୍କ ରହିଛି।

31

କନକ ବ୍ୟୁରୋ :  ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ନୂଆଦିଲ୍ଲୀରେ ଜର୍ମାନ ବୈଦେଶିକ ମନ୍ତ୍ରୀ ଜୋହାନ ୱାଡେଫୁଲଙ୍କୁ ଭେଟି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଉଷ୍ମ କରିଛି । ଏହି ସାକ୍ଷାତ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗକୁ ଗଭୀର କରିବା ଉପରେ ଗୁରୁତ୍ୱ ଦିଆଯାଇଛି ।  ଜୟଶଙ୍କର କହିଛନ୍ତି ଯେ ସେ ଜର୍ମାନ ମନ୍ତ୍ରୀଙ୍କ ସହିତ ସମ୍ପର୍କର ନୂତନ ଦିଗ ଉପରେ ଆଲୋଚନା କରିବାକୁ ଆଶା କରୁଛନ୍ତି । ଏସ୍. ଜୟଶଙ୍କର ତାଙ୍କ ଭାଷଣରେ କହିଥିଲେ ଯେ ଭାରତ ଏବଂ ଜର୍ମାନୀ ମଧ୍ୟରେ ୧୦୦ ବର୍ଷରୁ ଅଧିକ ସମୟ ଧରି ବାଣିଜ୍ୟ ସମ୍ପର୍କ ରହିଛି । ସେ ୨୫ ବର୍ଷର ରଣନୈତିକ ସହଭାଗୀତା ଏବଂ ୫୦ ବର୍ଷର ବୈଜ୍ଞାନିକ ସହଯୋଗ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe