ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଫଟୋକୁ ନେଇ ଅଶାଳୀନ ପୋଷ୍ଟ : ସାମାଜିକ ଗଣମାଧ୍ୟମରେ ହେଉଛି ଫୋଟେ ଭାଇରାଲ

Advertisment

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଫୋଟୋ କୁ ନେଇ ସାମାଜିକ ଗଣମାଧ୍ୟମରେ  ଅଶାଳୀନ ପୋଷ୍ଟ । ବିରୋଧ  କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏତଲା ।

ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଫୋଟୋ କୁ ନେଇ ସାମାଜିକ ଗଣମାଧ୍ୟମରେ  ଅଶାଳୀନ ପୋଷ୍ଟ । ବିରୋଧ  କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏତଲା ।

PRAVATI 3

Photograph: (KanakNews )

କନକବ୍ୟୁରୋ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଫୋଟୋ କୁ ନେଇ ସାମାଜିକ ଗଣମାଧ୍ୟମରେ  ଅଶାଳୀନ ପୋଷ୍ଟ । ବିରୋଧ  କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏତଲା । ଉପ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ କୁ ସାମାଜିକ ଗଣମାଧ୍ୟମ ରେ ଅଶୋଭନୀୟ ପୋଷ୍ଟ କରାଯାଇଥିବା  ଦେଖିବାକୁ ମିଳିଥିଲା ।  ପୋଷ୍ଟରେ ଉପମୁଖ୍ୟମନ୍ତ୍ରୀ ଙ୍କ ଫୋଟ ରେ ଅଶୃଳ ଶ୍ରଦ୍ଧାଞ୍ଜଳି ଲେଖାଯାଇ ସୁଭଦ୍ରା ପରିଡା ଙ୍କ ଅକାଳ ବିୟୋଗ ରେ ସୁଭଦ୍ରା ଦୀପ ଦ୍ଵାରା ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ବୋଲି ଲେଖାଯାଇ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଜେପି ଯୁବମୋର୍ଚ୍ଚା  ପକ୍ଷରୁ  ଏହାକୁ ପୋଷ୍ଟ କରିଥିବା ଲୋକ ନାମରେ କାକଟପୁର ଥାନାରେ ଏକ ଏତଲା ଦାୟର କରାଯାଇଛି।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe