କନକବ୍ୟୁରୋ : ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଫୋଟୋ କୁ ନେଇ ସାମାଜିକ ଗଣମାଧ୍ୟମରେ ଅଶାଳୀନ ପୋଷ୍ଟ । ବିରୋଧ କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏତଲା । ଉପ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ କୁ ସାମାଜିକ ଗଣମାଧ୍ୟମ ରେ ଅଶୋଭନୀୟ ପୋଷ୍ଟ କରାଯାଇଥିବା ଦେଖିବାକୁ ମିଳିଥିଲା । ପୋଷ୍ଟରେ ଉପମୁଖ୍ୟମନ୍ତ୍ରୀ ଙ୍କ ଫୋଟ ରେ ଅଶୃଳ ଶ୍ରଦ୍ଧାଞ୍ଜଳି ଲେଖାଯାଇ ସୁଭଦ୍ରା ପରିଡା ଙ୍କ ଅକାଳ ବିୟୋଗ ରେ ସୁଭଦ୍ରା ଦୀପ ଦ୍ଵାରା ଅଶୃଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛୁ ବୋଲି ଲେଖାଯାଇ ଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଏହାକୁ ପୋଷ୍ଟ କରିଥିବା ଲୋକ ନାମରେ କାକଟପୁର ଥାନାରେ ଏକ ଏତଲା ଦାୟର କରାଯାଇଛି।
ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଫଟୋକୁ ନେଇ ଅଶାଳୀନ ପୋଷ୍ଟ : ସାମାଜିକ ଗଣମାଧ୍ୟମରେ ହେଉଛି ଫୋଟେ ଭାଇରାଲ
ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଫୋଟୋ କୁ ନେଇ ସାମାଜିକ ଗଣମାଧ୍ୟମରେ ଅଶାଳୀନ ପୋଷ୍ଟ । ବିରୋଧ କରି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ କାକଟପୁର ଥାନାରେ ଏତଲା ।
/kanak/media/media_files/2025/03/10/EW6KxKLUXyIyngY43T52.jpg)