ବର୍ଷ ଆରମ୍ଭରୁ ଅଘଟଣ : ନିଆଳିରେ ଲାଗିଲା ନିଁଆ , ଜଳିଗଲା ୧୨ ବଖରା ଘର

ନିଆଁ ର ଆଁ ରେ ଜଳିଗଲା ୧୨ ବଖରା ଘର। ନିଆଳି ଥାନା ଅନ୍ତଗର୍ତ ମାଧବ ପଂଚାୟତ ପ୍ରଧାନ ସାହିରେ ୧୨ଟି ପରିବାରର ଘର ପୋଡି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି ।

1234 5

1234 5 Photograph: (1234 5)

କନକବ୍ୟୁରୋ :  ନିଆଁ ର ଆଁ ରେ ଜଳିଗଲା ୧୨ ବଖରା ଘର। ନିଆଳି ଥାନା ଅନ୍ତଗର୍ତ ମାଧବ ପଂଚାୟତ ପ୍ରଧାନ ସାହିରେ ୧୨ଟି ପରିବାରର ଘର ପୋଡି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁଁ ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ୨ଟି ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି । 
--- 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe