କନକବ୍ୟୁରୋ : ନିଆଁ ର ଆଁ ରେ ଜଳିଗଲା ୧୨ ବଖରା ଘର। ନିଆଳି ଥାନା ଅନ୍ତଗର୍ତ ମାଧବ ପଂଚାୟତ ପ୍ରଧାନ ସାହିରେ ୧୨ଟି ପରିବାରର ଘର ପୋଡି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଅଗ୍ନିକାଣ୍ଡ ଯୋଗୁଁ ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ୨ଟି ଦମକଳ ବାହିନୀ ପହଂଚି ନିଆଁକୁ ଆୟତ କରିଛନ୍ତି ।
---
ବର୍ଷ ଆରମ୍ଭରୁ ଅଘଟଣ : ନିଆଳିରେ ଲାଗିଲା ନିଁଆ , ଜଳିଗଲା ୧୨ ବଖରା ଘର
ନିଆଁ ର ଆଁ ରେ ଜଳିଗଲା ୧୨ ବଖରା ଘର। ନିଆଳି ଥାନା ଅନ୍ତଗର୍ତ ମାଧବ ପଂଚାୟତ ପ୍ରଧାନ ସାହିରେ ୧୨ଟି ପରିବାରର ଘର ପୋଡି ପାଉଁଶ ହୋଇଯାଇଛି । ସଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି ।
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)