କେନ୍ଦ୍ରାପଡ଼ା ବଡ଼ହାଟରେ ଅଘଟଣ : ବିଳମ୍ବିତ ରାତିରେ ଲୁଗାଦୋକାନରେ ନିଁଆ । ଜଳିଗଲା ଲକ୍ଷାଧିକ ଟଙ୍କାର ଲୁଗା ।

Advertisment

କେନ୍ଦ୍ରାପଡାରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଲୁଗା ଦୋକାନ। କେନ୍ଦ୍ରାପଡ଼ା ବଡ଼ହାଟରେ ଥିବା ଜୟ ଫ୍ୟାସନରେ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ଲୁଗା ପୋଡ଼ି ପାଉଁଶ ହୋଇଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ।

Updated On

କେନ୍ଦ୍ରାପଡାରେ ଭୟାବହ ଅଗ୍ନିକାଣ୍ଡ। ଜଳିଗଲା ଲୁଗା ଦୋକାନ। କେନ୍ଦ୍ରାପଡ଼ା ବଡ଼ହାଟରେ ଥିବା ଜୟ ଫ୍ୟାସନରେ ନିଆଁ ଲାଗିଛି। ଅଗ୍ନିକାଣ୍ଡରେ ଲୁଗା ପୋଡ଼ି ପାଉଁଶ ହୋଇଯାଇଛି। ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ।

ଅଦ୍ୟତନ ହୋଇଛି
luga

କନକବ୍ୟୁରୋ : କେନ୍ଦ୍ରାପଡାରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ଲୁଗା ଦୋକାନ। କେନ୍ଦ୍ରାପଡ଼ା ବଡ଼ହାଟରେ ଥିବା ଜୟ ଫ୍ୟାସନରେ ନିଆଁ ଲାଗିଛି । ଅଗ୍ନିକାଣ୍ଡରେ ଲୁଗା ପୋଡ଼ି ପାଉଁଶ ହୋଇଯାଇଛି । ତେବେ କେଉଁ କାରଣରୁ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇପାରିନାହିଁ ,  ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚି ନିଆଁକୁ ଆୟତ କରିଛି। ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଲୁଗା ପୋଡି ହୋଇଯାଇଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe