ଝାରପଡ଼ା ଅଞ୍ଚଳରେ ଅଘଟଣ; ଦୀପ ନିଆଁରେ ଜଳି ମହିଳା ମୃତ

Advertisment

ଶରୀରର ୮୦ ପ୍ରତିଶତ ଜଳିଯାଇଥିଲା । ପ୍ରଥମେ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

ଶରୀରର ୮୦ ପ୍ରତିଶତ ଜଳିଯାଇଥିଲା । ପ୍ରଥମେ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।

Woman dies

Photograph: (Kanak News)

କନକ ବ୍ୟୁରୋ  : ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ନିଆଁରେ ଜଳି ମହିଳା ମୃତ । ଦୀପ ନିଆଁ ଲାଗି ଜଳିଯାଇଥିଲେ ମହିଳା । ଶରୀରର ୮୦ ପ୍ରତିଶତ ଜଳିଯାଇଥିଲା । ପ୍ରଥମେ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe