କନକ ବ୍ୟୁରୋ : ଭୁବନେଶ୍ୱର ଝାରପଡ଼ା ଅଞ୍ଚଳରେ ନିଆଁରେ ଜଳି ମହିଳା ମୃତ । ଦୀପ ନିଆଁ ଲାଗି ଜଳିଯାଇଥିଲେ ମହିଳା । ଶରୀରର ୮୦ ପ୍ରତିଶତ ଜଳିଯାଇଥିଲା । ପ୍ରଥମେ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର ।
ଝାରପଡ଼ା ଅଞ୍ଚଳରେ ଅଘଟଣ; ଦୀପ ନିଆଁରେ ଜଳି ମହିଳା ମୃତ
ଶରୀରର ୮୦ ପ୍ରତିଶତ ଜଳିଯାଇଥିଲା । ପ୍ରଥମେ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା ।
/kanak/media/media_files/2025/08/15/woman-dies-2025-08-15-23-11-38.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)