କଟକ ଯୋବ୍ରାରେ ଅଘଟଣ : କୁନି ଝିଅ ଓ ବୃଦ୍ଧଙ୍କ ଉପରେ ମାଡିଗଲା ହାଇଓ୍ବା , ଡ୍ରାଇଭର ଅଟକ

Advertisment

କଟକ ଯୋବ୍ରା ନିକଟରେ ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱା । କୁନିଝିଅ ସହ ଜଣେ ବୃଦ୍ଧ ଆହତ ।  ଚିକିତ୍ସା ପାଇଁ ସେମାନଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

କଟକ ଯୋବ୍ରା ନିକଟରେ ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱା । କୁନିଝିଅ ସହ ଜଣେ ବୃଦ୍ଧ ଆହତ ।  ଚିକିତ୍ସା ପାଇଁ ସେମାନଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।

haiwa

haiwa Photograph: (haiwa)

କନକବ୍ୟୁରୋ :   କଟକ ଯୋବ୍ରା ନିକଟରେ ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱା  । କୁନିଝିଅ ସହ ଜଣେ ବୃଦ୍ଧ ଆହତ  ।   ଚିକିତ୍ସା ପାଇଁ ସେମାନଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି  ।   ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ଥାନାରେ ଅଟକ ରଖିଛି ପୋଲିସ ।  ଘଟଣାସ୍ଥଳରେ ଉତେଜନତାମୂଳକ ପରିସ୍ଥିତି ଲାଗିରହିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe