କନକବ୍ୟୁରୋ : କଟକ ଯୋବ୍ରା ନିକଟରେ ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱା । କୁନିଝିଅ ସହ ଜଣେ ବୃଦ୍ଧ ଆହତ । ଚିକିତ୍ସା ପାଇଁ ସେମାନଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଘଟାଇଥିବା ଗାଡ଼ିଟିକୁ ଥାନାରେ ଅଟକ ରଖିଛି ପୋଲିସ । ଘଟଣାସ୍ଥଳରେ ଉତେଜନତାମୂଳକ ପରିସ୍ଥିତି ଲାଗିରହିଛି ।
କଟକ ଯୋବ୍ରାରେ ଅଘଟଣ : କୁନି ଝିଅ ଓ ବୃଦ୍ଧଙ୍କ ଉପରେ ମାଡିଗଲା ହାଇଓ୍ବା , ଡ୍ରାଇଭର ଅଟକ
କଟକ ଯୋବ୍ରା ନିକଟରେ ବାଇକ ଆରୋହୀଙ୍କ ଉପରେ ଚଢ଼ିଗଲା ହାଇୱା । କୁନିଝିଅ ସହ ଜଣେ ବୃଦ୍ଧ ଆହତ । ଚିକିତ୍ସା ପାଇଁ ସେମାନଙ୍କୁ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି ।
/kanak/media/media_files/2025/01/01/eHwFO7rXL8YXDXA0eKlt.png)