କଟକ ସିଡିଏ ଅଞ୍ଚଳରେ ଅଘଟଣ : ଥାନା ନିକଟ ଘରେ ଲାଗିଲା ନିଆଁ , ୨ ଗୁରୁତର

Advertisment

କଟକ ସିଡିଏ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ ।  ଗତକାଲି ରାତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ସିଡିଏ ଥାନା ପାଖ ଏକ ଘରେ ନିଆଁ ଲାଗିଥିବାବେଲେ ଏଥିରେ ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି

କଟକ ସିଡିଏ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ ।  ଗତକାଲି ରାତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ସିଡିଏ ଥାନା ପାଖ ଏକ ଘରେ ନିଆଁ ଲାଗିଥିବାବେଲେ ଏଥିରେ ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି

ghara

Photograph: (KanakNews)

କନକବ୍ୟୁରୋ : କଟକ ସିଡିଏ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ ।  ଗତକାଲି ରାତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ସିଡିଏ ଥାନା ପାଖ ଏକ ଘରେ ନିଆଁ ଲାଗିଥିବାବେଲେ ଏଥିରେ ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି ।  ସେମାନଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘରର ବହୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି  । ତେବେ କିଏ କାହିଁକି ଏଭଳି କାଣ୍ଡ ଘଟାଇଛି ତାର କାରଣ ଏବେବି ଅସ୍ପଷ୍ଟ ରହିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe