କନକବ୍ୟୁରୋ : କଟକ ସିଡିଏ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ରାତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ସିଡିଏ ଥାନା ପାଖ ଏକ ଘରେ ନିଆଁ ଲାଗିଥିବାବେଲେ ଏଥିରେ ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଘରର ବହୁ ଜିନିଷପତ୍ର ପୋଡ଼ି ପାଉଁଶ ହୋଇଯାଇଛି । ତେବେ କିଏ କାହିଁକି ଏଭଳି କାଣ୍ଡ ଘଟାଇଛି ତାର କାରଣ ଏବେବି ଅସ୍ପଷ୍ଟ ରହିଛି ।
କଟକ ସିଡିଏ ଅଞ୍ଚଳରେ ଅଘଟଣ : ଥାନା ନିକଟ ଘରେ ଲାଗିଲା ନିଆଁ , ୨ ଗୁରୁତର
କଟକ ସିଡିଏ ଅଂଚଳରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ରାତିରେ କିଛି ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି । ସିଡିଏ ଥାନା ପାଖ ଏକ ଘରେ ନିଆଁ ଲାଗିଥିବାବେଲେ ଏଥିରେ ଜଣେ ଯୁବତୀଙ୍କ ସମେତ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି
/kanak/media/media_files/2025/03/07/Aljb2bad4S59KpkHIEhP.jpg)