Photograph: (kanaknews)
କନକବ୍ୟୁରୋ : ପତରାଜପୁର ଗାଁର ଭରତ ବେହେରା ଓ ତାଙ୍କ ସ୍ତ୍ରୀ କନକଲତା ବେହେରା ବିଷ ପିଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ତୁରନ୍ତ ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥଲେ । ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତେବେ କାହିଁକି ବିଷ ପିଇଲେ ? ଘରୋଇ କଳି ନା ଅନ୍ୟ କିଛି କାରଣ ରହିଛି, ଜଣାପଡିନାହିଁ ।
Follow Us